oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୭ କୋଭିଡ୍ ପଜିଟିଭ୍
  • ||
  • ନବରାତ୍ରର ଦ୍ନିତୀୟ ଦିନ, ବ୍ରହ୍ମଚାରିଣୀ ରୂପେ ଦର୍ଶନ ଦେଉଛନ୍ତି ମାଆ ଜଗଦମ୍ୱା
  • ||
  • ରାଉରକେଲା : ବରିଷ୍ଠ ଆଇନଜୀବୀ ରମେଶ ବଳଙ୍କ ଆତ୍ମହତ୍ୟା, ଶ୍ୱଶୁର ଘରୁ ମିଳିଲା ଝୁଲନ୍ତା ମୃତଦେହ
  • ||
  • ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ, ବର୍ଷାରେ ଭିଜିବ ଦଶହରା
  • ||

ପାକିସ୍ତାନର ଗୋଟିଏ ଜିଲ୍ଲାରେ ୧୨୫ ଜଣ ମହିଳା ଆତ୍ମହତ୍ୟା କରିଛନ୍ତି

14/02/2021 at 4:16 PM

ଇସ୍‌ଲାମାବାଦ, ୧୪/୦୨: ପାକିସ୍ତାନର ଥାରପର୍କର ଜିଲ୍ଲାରେ ୧୩ ମାସ ମଧ୍ୟରେ ପାଖାପାଖି ୨୫ ଜଣ ମହିଳା ଆତ୍ମହତ୍ୟା କରିଛନ୍ତି । ସିନ୍ଧ ପ୍ରଦେଶ ଅଞ୍ଚଳରେ ଗରିବୀ ଏବଂ ସାମାଜିକ ଭେଦ ଭାବକୁ ଆଧାର କରି ଏହି ମହିଳା ମାନେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଏନେଇ ସେଠାକାର ଏକ ନିର୍ଦ୍ଧିଷ୍ଟ ଗଣମାଧ୍ୟମ ରବିବାର ରିପୋର୍ଟରେ ପ୍ରକାଶ କରିଥିବା ଜଣାପଡ଼ିଛି ।

ଏହି ତଥ୍ୟ କିଛି ସାମାଜିକ ଅନୁଷ୍ଠାନ, ମନେବିଜ୍ଞାନୀ ଏବଂ ବେସରକାରୀ ସଂସ୍ଥାର ମିଳିତ ବୈଠକରେ ଜଣା ପଡ଼ିଛି । ସେମାନେ ଏହି ଆତ୍ମହତ୍ୟାର କାରଣ ସମ୍ୱନ୍ଧରେ ମଧ୍ୟ ଆଲୋଚନା କରିଛନ୍ତି । ସାଧାରଣତଃ ମହିଳାମାନେ ନିଜ ଇଛାରେ ବଞ୍ଚିବା ପାଇଁ ଏହି ଜିଲ୍ଲାରେ ଚାହୁଁଥିବା ବେଳେ ସେମାନଙ୍କୁ ଅନ୍ୟମାନଙ୍କ ଇଛାରେ ବଞ୍ଚିବାକୁ ବାଧ୍ୟ କରାଯାଉଥିଲା । ତେଣୁ ସେମାନେ ବାଧ୍ୟ ହୋଇ ଆତ୍ମହତ୍ୟା କରୁଥିବା ଜଣାପଡ଼ିଛି ।

ଥାରପାର୍କର ଜିଲ୍ଲାରେ ଅଧିକାଶଂ ଲେକ ଗରିବ ଶ୍ରେଣୀର ହୋଇଥିବାରୁ ଶିଶୁ ଏବଂ ମହିଳାମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେବା ସତ୍ତ୍ୱେ ଚିକିତ୍ସା ସେବା ପାଇପାରୁନାହାନ୍ତି । ମହିଳାମାନଙ୍କୁ ନିଜେ ନିଜେ ବଞ୍ଚିବାକୁ ବାଧ୍ୟ କରାଯାଉଛି । ପାଖାପାଖି ୮୭ ପ୍ରତିଶତ ଏଠାକାର ଲୋକ ଦରିଦ୍ର ସୀମାରେଖା ତଳେ ବାସ କରୁଛନ୍ତି । ତେବେ ପାକିସ୍ତାନର ଏହି ଜିଲ୍ଲାରେ ସର୍ବାଧିକ ହିନ୍ଦୁ ଲୋକ ବସବାସ କରୁଥିବା ଜଣାପଡ଼ିଛି ।

   Related Posts