ଅମଲାପଡ଼ାରୁ ୧୨୦ ଗ୍ରାମ ବ୍ରାଉନ ସୁଗାର ଜବତ; ଜଣେ ଗିରଫ
6/09/2022 at 10:24 PM

ଅନୁଗୋଳ ୦୬/୦୯: ଅମଲାପଡ଼ାରେ ଅବକାରୀ ବିଭାଗ ଚଢ଼ାଉ। ୧୨୦ ଗ୍ରାମର ବ୍ରାଉନ ସୁଗାର ଜବତ। ଯାହାର ବଜାର ମୂଲ୍ୟ ୧୨ ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି। କୌଣସି ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ଅମଲାପଡ଼ାରେ ଚଢ଼ଉ କରିଥିଲେ। ଏଥିରେ ଧୀରେନ ଦାସକୁ ଅବକାରୀ ବିଭାଗ ଗିରଫ କରିଛି । ତାଙ୍କର ପ୍ରକୃତଘର ରାଜକିଶୋର ପଡ଼ା ବୋଲି ଅବକାରୀ ବିଭାଗ କହିଛି।
Related Posts
ଗଛରେ ଝୁଲୁଛି ମୃତଦେହ, ମୃତକଙ୍କ ପରିଚୟ ଓ ମୃତ୍ୟୁର କାରଣ ଅସ୍ପଷ୍ଟ
29 January 2023
ଯୁବକଙ୍କ ଗଳିତ ମୃତଦେହ ଠାବ, ପୋଲିସ କରୁଛି ତଦନ୍ତ
29 January 2023