ବିଭିନ୍ନ ଅଞ୍ଚଳରେ ଡକାୟତିରେ ସଂପୃକ୍ତ ୧୨ ଡକାୟତଙ୍କୁ ଗିରଫ କଲା ସୋର ପୋଲିସ
30/10/2018 at 10:12 AM

ବାଲେଶ୍ବର ୩୦|୧୦: ୧୨ ଡକାୟତଙ୍କୁ କାବୁ କଲା ସୋର ପୋଲିସ । ସେମାନଙ୍କ ନିକଟରୁ ଗୋଟିଏ ବନ୍ଧୁକ, ଭୁଜାଲି, ୧୦ଟି ବାଇକ୍, ୨୦ ମୋବାଇଲ, ଲାପଟପ ଓ ନଗଦ ୪୦ ଲକ୍ଷ ଟଙ୍କା ଜବତ ହୋଇଛି । ବାଲେଶ୍ବର, ଭଦ୍ରକ, ମୟୁରଭଞ୍ଜ ଓ ଭୁବନେଶ୍ବରର ବିଭିନ୍ନ ଅଞ୍ଚଳରେ ଡକାୟତି କରୁଥିଲେ । ସମସ୍ତଙ୍କ ନାଁରେ ବିଭିନ୍ନ ଥାନାରେ ୩୫ରୁ ଉର୍ଦ୍ଧ୍ବ ମାମଲା ରହିଛି
Related Posts
ରାଜଧାନୀ ଉପକଣ୍ଠରେ ଫଶି ରହିଥିଲେ ୬, ଉଦ୍ଧାର କଲା ଅଗ୍ନିଶମ ବାହିନୀ
17 August 2022
ପୁଣି ଅଲୋଡ଼ା ହେଲା ଶିଶୁକନ୍ୟା, ନାଳରେ ଭାସୁଛି ମୃତଦେହ
17 August 2022