୧୨ ଘଣ୍ଟିଆ ତାଳଚେର ବନ୍ଦ, ସକାଳ ୬ ଟାରୁ ସନ୍ଧ୍ୟା ୬ଟା ଯାଏଁ ସବୁ ବନ୍ଦ
7/06/2023 at 8:07 AM

ଅନୁଗୋଳ ୦୭।୦୬ : ୧୨ ଘଣ୍ଟିଆ ତାଳଚେର ବନ୍ଦ । ତାଳଚେରକୁ ଜିଲ୍ଲା ଘୋଷଣା ଦାବିରେ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ସକାଳ ୬ ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦେଇଛି ତାଳଚେର କ୍ରିୟାନୁଷ୍ଠାନ କମିଟି ।

ଖବର ଅନୁଯାୟୀ, ଏହି ବନ୍ଦର ମୁଖ୍ୟ ଉଦ୍ଦେଶ୍ୟ ରହିଛି ତାଳଚେରକୁ ଜିଲ୍ଲା ଘୋଷଣା କରିବା। ଆଜି ସକାଳୁ କ୍ରିୟାନୁଷ୍ଠାନ କମିଟିର ସଦସ୍ୟ ମାନେ ବିଭନ୍ନ ଜାଗାରେ ପିକେଟିଂ କରି ବନ୍ଦ କରୁଛନ୍ତି। ମାଲବାହୀ ଟ୍ରେନକୁ ବନ୍ଦ କରିବା ସହ, କୋଇଲାଖଣି ଏବଂ ଦୋକାନ ବଜାର ବନ୍ଦ କରୁଛନ୍ତି କ୍ରିୟାନୁଷ୍ଠାନ କମିଟି ସଦସ୍ୟ।
You Can Read :
Related Posts
ରେଳ ଲାଇନ୍ରେ ଖସିଲା ମାଟି ଅତଡା, ୩ ଦିନ ହେଲା ରେଳ ଚଳାଚଳ ବାଧାପ୍ରାପ୍ତ
26 September 2023
ଭାଇ-ଭଉଣୀ କରୁଥିଲେ ବ୍ରାଉନସୁଗାର କାରବାର, ମାଡିବସିଲା ଅବକାରୀ ବିଭାଗ
26 September 2023