oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ଶାଶୂ ଘର ଛାଡିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ୩୦ ସୁଦ୍ଧା ଘର ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୩୧ କୋଭିଡ୍ ପଜିଟିଭ୍
  • ||
  • ମୁମ୍ଵାଇ : ଠକେଇର ଶିକାର ହେଲେ ଅନ୍ନୁ କପୁର, KYC ଅପଡେଟ୍ ବାହାନାରେ ଲୁଟି ନେଲେ ୪.୩୬ ଲକ୍ଷ ଟଙ୍କା
  • ||
  • ଲମତାପୁଟ : ରାଜ୍ୟ ବାହାରକୁ ହେଉଥିଲା ଚାଲାଣ, ଚେକିଂ ବେଳେ କାର୍‌ରୁ ବାହାରିଲା ୧୦ଲକ୍ଷ ଟଙ୍କାର ଗଞ୍ଜେଇ
  • ||
  • ଭୁବନେଶ୍ୱର : ରାଜଧାନୀର ବିଭିନ୍ନ ବାର୍‌ରେ ରେଡ୍‌, କଟକଣା ପରେ ବି ମାନୁନଥିଲେ ମାଲିକ
  • ||
  • ଇଣ୍ଡୋନେସିଆ : ରକ୍ତ ରଞ୍ଜିତ ହେଲା ଖେଳ ପଡ଼ିଆ; ଫୁଟବଲ ମ୍ୟାଚ୍ ଚାଲିଥିବା ବେଳେ ଦଙ୍ଗା, ୧୨୭ ମୃତ, ଏକାଧିକ ଆହତ
  • ||

ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମରେ ୧୨ ଘଣ୍ଟିଆ ବନ୍ଦ ପାଳନ

26/11/2018 at 3:22 PM

ଗଞ୍ଜାମ ୨୬|୧୧:  ଗଞାମ ଜିଲ୍ଲା ପୁରୁଷୋତ୍ତମରେ ୧୨ ଘଣ୍ଟିଆ ବନ୍ଦ ପାଳନ । ବଣିକ ସଂଘ ଓ ଓକିଲ ସଂଘ ପକ୍ଷରୁ ସବ୍ ଜଜ୍ ତଥା ଆସିଷ୍ଟାଣ୍ଟ ସେକ୍ସନ ଜଜ୍ କୋର୍ଟ  ସ୍ଥାପନ ଦାବି କରି ବନ୍ଦ ଡାକରା ଦିଆଯାଇଛି । ଶାନ୍ତି ଶୃଙ୍ଖଳା ନୟନ୍ତ୍ରଣ ନିମନ୍ତେ ପୋଲିସ ତରଫରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଉଛି । ଯାନବାହନ ପୂରାପୂରି ଭାବେ ଠପ୍ ହୋଇଯାଇଛି  । ଏହା ସହ ଏହି ଅଞ୍ଚଳର ଦୋକାନ ବଜାର ବନ୍ଦ କରିଦିଆଯାଇଛି । ଜନଜୀବନ ପୂରା ଠପ୍ ହୋଇଯାଇଛି  । ଏହି ଆନ୍ଦୋଳନକୁ ବୁଦ୍ଧିଜୀବୀ ମହଲରେ ସ୍ବାଗତ କରାଯାଇଛି ।

   Related Posts