Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ: ହଟିଲା କଟକଣା, ନୂଆ ବର୍ଷରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ନେଇ ପ୍ରତିବାଦ, ୧୨ ଘଣ୍ଟିଆ ବାଲେଶ୍ୱର ବନ୍ଦ ଡାକରା

16/06/2022 at 7:42 AM

ବାଲେଶ୍ୱର ୧୬।୦୬ : ଆଜି ବାଲେଶ୍ୱର ବନ୍ଦ । ଜିଲ୍ଲାର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ନେଇ ଏହି ବନ୍ଦ ଡାକରା ଦିଆଯାଇଛି। ୧୨ ଘଣ୍ଟିଆ ବନ୍ଦ ଡାକରାରେ ୨୦ରୁ ଅଧିକ ସଂଗଠନ ସାମିଲ ହୋଇଛନ୍ତି ।

ତେବେ ଏହି ବନ୍ଦରେ ବିଜେପି , କଂଗ୍ରେସ ଓ ବାମ ଦଳ ମାନେ ମଧ୍ୟ ସାମିଲ ହୋଇ ନିଜ ନିଜ ଢଙ୍ଗରେ ପ୍ରତିବାଦ କରିବେ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି କିଛିଦିନ ମଧ୍ୟରେ ଜିଲ୍ଲାରେ ହତ୍ୟା , ଲୁଟ , ଆକ୍ରମଣ ଆଦି ବଢ଼ିବାରେ ଲାଗିଛି ।

ବିଭିନ୍ନ ସ୍ଥାନରୁ ଦିନ ଦିପହରରେ ଲୁଟି ନେଉଛନ୍ତି ଦୁବୃର୍ତ୍ତ । ଯାହାକୁ ନେଇ ସବୁ ମହଲରେ ନିନ୍ଦା କରିବା ସହିତ ବିଭିନ୍ନ ସଂଗଠନ ବନ୍ଦ ଡାକରା ଦେଇଥିଲେ । ଏନେଇ ବିଜେପି ମଧ୍ୟ ପ୍ରତିବାଦ କରିବା ସହିତ ଅନୁରୂପ ଭାବେ ବନ୍ଦ କରିବା ନେଇ ଘୋଷଣା କରିଛି।

   Related Posts