ନିଯୁକ୍ତି ପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ : ୧୧୫୨ ନୂଆ ଅଧ୍ୟାପକ, ଅଫିସର ଓ କର୍ମଚାରୀଙ୍କୁ ମିଳିଲା ନିଯୁକ୍ତି

Published By : Prameya-News7 Bureau | March 01, 2024 IST

ଭୁବନେଶ୍ବର ୧।୩: ନିଯୁକ୍ତି ପତ୍ର ବାଣ୍ଟିଲେ ରାଜ୍ୟ ସରକାର । ରାଜ୍ୟରେ ୧୧୫୪ ଅଧ୍ୟାପକ, ଅଫିସର ଓ କର୍ମଚାରୀଙ୍କୁ ମିଳିଲା ନିଯୁକ୍ତି । ନିଯୁକ୍ତି ପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୯୭୭ ଅଧ୍ୟାପକ, ୮୭ ଗ୍ରାମ ପଞ୍ଚାୟତ ବିକାଶ ଅଫିସର, ୫୭ ସମବାୟ ସମିତି ଇନ୍ସପେକ୍ଟରଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି ।  

ସରକାରଙ୍କ 5T ମନ୍ତ୍ର ଅନୁସରଣ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । କାର୍ଯ୍ୟସ୍ଥଳରେ ଅଧିକ ଦକ୍ଷତା ଆଣନ୍ତୁ ବୋଲି ନୂଆ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀ କହିଛନ୍ତି ।

You Can Read :

wp:embed {"url":"https://www.prameyanews7.com/president-murmu-graced-the-25th-convocation-of-berhampur-university/","type":"wp-embed","providerNameSlug":"prameya-news-7"}
https://www.prameyanews7.com/president-murmu-graced-the-25th-convocation-of-berhampur-university/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.