oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍‌, ଓଡିଶା ଗ୍ରାମ୍ୟବ୍ୟାଙ୍କର ମ୍ୟାନେଜର ମୃତ, ଗୁରୁତର ଡାକ୍ତରଖାନାରେ ଭର୍ତ୍ତି
  • ||
  • ଭଦ୍ରକ ଜିଲ୍ଲାପାଳ କାର୍ଯ୍ୟାଳୟରୁ ସୂଚନା, ଧାମନଗର ଉପନିର୍ବାଚନ ପାଇଁ ଲାଗୁ ହେଲା ଆଦର୍ଶ ଆଚରଣ ବିଧି
  • ||
  • ଅଗ୍ନିଶ୍ଵର ମନ୍ଦିର ଉପରେ ଚଢ଼ିଗଲେ ପୂଜକ, ସିଂହଦ୍ୱାର ଥାନାରେ ଅଟକ ରଖିଲା ପୋଲିସ୍‌
  • ||
  • ଅରୁଣାଚଳ ପ୍ରଦେଶ: ତଓ୍ୱାଙ୍ଗରେ ସେନା ହେଲିକପ୍ଟର କ୍ରାସ୍, ପାଇଲଟଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୮ କୋଭିଡ୍ ପଜିଟିଭ୍
  • ||
  • ବୌଦ୍ଧ : ଲୁଗା ଶୁଖାଇବା ହେଲା କାଳ, ବିଦ୍ୟୁତ ଆଘାତରେ ଚାଲିଗଲା ତିନିଜଣଙ୍କ ଜୀବନ
  • ||
  • ଲଘୁଚାପ ପ୍ରଭାବରେ ଭିଜୁଛି ସାରା ରାଜ୍ୟ, ଭଦ୍ରକରେ ରେକର୍ଡ ସଂଖ୍ୟକ ବର୍ଷା
  • ||
  • ବାରାମୁଲ୍ଲାରେ ଶୋପିଆନ୍‌ରେ ଏନକାଉଣ୍ଟର: ୩ ଆତଙ୍କବାଦୀ ନିପାତ, ମୁଲୁରେ କମ୍ୱିଂ ଜାରି
  • ||

ଭୂସ୍ଖଳନରୁ ବଞ୍ଚିଗଲା ଜୀବନ, ୨୦ଘଣ୍ଟା ପରେ ଫ୍ରିଜ୍‌ରୁ ଜୀବନ୍ତ ଉଦ୍ଧାର ହେଲା ନାବାଳକ

21/04/2022 at 7:29 PM

ମାନିଲା ୨୧।୪: ୨୦ ଘଣ୍ଟା ଫ୍ରିଜ୍ ଭିତରେ ରହିବା ପରେ ବି ଜୀବିତ ଉଦ୍ଧାର ହେଲା ନାବାଳକ । ଏମିତି ଘଟଣା ଘଟିଛି ଫିଲିପାଇନ୍ସରେ । ୧୧ ବର୍ଷର ନାବାଳକ ସାରା ଦିନ ଫ୍ରିଜ୍ ଭିତରେ ବନ୍ଦ ହୋଇ ରହିବା ପରେ ଭୂସ୍ଖଳନରୁ ରକ୍ଷା ପାଇଯାଇଛନ୍ତି ।

ନ୍ୟୁୟର୍କ ଟାଇମ୍ସର ଏକ ରିପୋର୍ଟ ଅନୁସାରେ ସିଜେ ଜସ୍ମେ ନାମକ ନାବାଳକ ନିଜ ପରିବାର ସହ ଘରେ ଥିଲେ । ସେହି ସମୟରେ ଫିଲିପାଇନ୍ସର ବେବେ ସିଟିରେ ଭୂସ୍ଖଳନ ଯୋଗୁଁ ତାଙ୍କ ଘରେ ପାଣି ପସିଗଲା । ଭୂସ୍ଖଳନ ହେତୁ ଯେତେବେଳେ ମାଟି ଅତଡା ତାଙ୍କ ଘରକୁ ଆସିବାକୁ ଲାଗିଥିଲା ସେତେବେଳେ ୧୧ ବର୍ଷର ନାବାଳକ ଫ୍ରିଜ୍ ଭିତରେ ପସିଯାଇଥିଲା । ସେ ପ୍ରାୟ ୨୦ ଘଣ୍ଟା ସେ ଫ୍ରିଜ୍ ଭିତରେ ରହିଥିଲା ।

ଝଡ ବନ୍ଦ ହେବା ପରେ ଉଦ୍ଧାରକାରୀ ଟିମ୍ ନଦୀ କୂଳରେ ଫ୍ରିଜ୍‌ଟିକୁ ଦେଖିବାକୁ ପାଇଥିଲେ । ଉଦ୍ଧାରକାରୀ ଟିମ୍ ସେହି ଫ୍ରିଜ୍‌ରୁ ଜେସ୍ମେଙ୍କୁ ବାହାର କରିଥିଲେ । ଏହାପରେ ଯେତେବେଳେ ଜେସ୍ମେ ଜାଣିଥିଲେ ଯେ, ସେ ସୁସ୍ଥ ଅଛନ୍ତି ସେ କହିଥିଲେ, ମୋତେ ଭୋକ ଲାଗୁଛି ।ଉଦ୍ଧାର ବେଳକୁ ଜେସ୍ମେଙ୍କର ହୋସ୍ ଥିଲା କିନ୍ତୁ ତାଙ୍କ ଗୋଡ ଭାଙ୍ଗି ଯାଇଥିଲା । ପରେ ତାଙ୍କ ଚିକିତ୍ସା ପାଇଁ ହସ୍ପିଟାଲକୁ ନିଆଯାଇଥିଲା । ସେଠାର ତାଙ୍କ ଭଙ୍ଗା ଗୋଡ ଅପରେସନ୍ କରାଯାଇଥିଲା ।

   Related Posts