ଜିଲ୍ଲା ସଭାପତିଙ୍କ କାନରେ ଗୁରୁମନ୍ତ୍ର ଦେଉଛନ୍ତି ନିରଞ୍ଜନ ପଟ୍ଟନାୟକ
13/06/2018 at 8:41 AM

ରାଜ୍ୟ କଂଗ୍ରେସରେ ଆରମ୍ଭ ହୋଇଛି ମାନସ ମନ୍ଥନ | ଭୁବନେଶ୍ୱର ସ୍ଥିତ କଂଗ୍ରେସ ଭବନରେ ଆରମ୍ଭ ହୋଇଛି ୨ ଦିନିଆ ଜିଲ୍ଲା ସାଙ୍ଗଠନିକ ସଭାପତିଙ୍କ ବୈଠକ | ଦକ୍ଷିଣାଞ୍ଚଳର ୧୧ ଟି ଜିଲ୍ଲାର ସଭାପତି ଓ କାର୍ଯ୍ୟକାରୀ ସଭାପତିଙ୍କ ବୈଠକ ଅନୁଷ୍ଠିତ ହୋଇଛି | ଆସନ୍ତାକାଲି ଉତ୍ତରାଞ୍ଚଳ ଓ ପଶ୍ଚିମାଞ୍ଚଳର ୨୨ ଟି ଜିଲ୍ଲାର ସଭାପତିଙ୍କ ବୈଠକ ଅନୁଷ୍ଠିତ ହେବ | ଆଜିର ବୈଠକରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସହିତ ୨ ଜଣା କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଉପସ୍ଥିତ ଅଛନ୍ତି | ୨୦୧୯ ସାଧାରଣ ନିର୍ବାଚନ ପାଇଁ ଜିଲ୍ଲା ସଭାପତିଙ୍କ କାନରେ ଗୁରୁମନ୍ତ୍ର ଦେଉଛନ୍ତି ନିରଞ୍ଜନ ପଟ୍ଟନାୟକ |
Related Posts
NMIMS ବିଶ୍ଵ ବିଦ୍ୟାଳୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ
7 December 2023