ଇଲେଭେନ୍ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ମହିଳାଙ୍କ ମୃତ୍ୟୁ
20/08/2020 at 5:56 PM

ବରଗଡ଼୨୦/୮: ଇଲେଭେନ୍ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ୍ୟୁ । ବରଗଡ଼ ଟାଉନ ଥାନା ଅନ୍ତର୍ଗତ ୭ ନମ୍ବର ୱାର୍ଡରେ ରହୁଥିବା ନବକିଶୋର ପଟ୍ଟନାୟକଙ୍କ ପତ୍ନୀ ସସ୍ମିତା ଛାତ ଉପରେ ଅନୁଷ୍ଠିତ ହେଉଥିବା ଶ୍ରାଦ୍ଧ ଭୋଜିରେ ଯୋଗ ଦେଇଥିବା ବେଳେ ଏହି ଅଘଟଣ ଘଟିଥିଲା । ତାଙ୍କର ଏକ ଦେଢ଼ ବର୍ଷ ର ଶିଶୁ ସନ୍ତାନ ରହିଛି ।
Related Posts
ବିପୁଳ ପରିମାଣର ଗଞ୍ଜେଇ ଜବତ; ୪ ଚୋରା ଚାଲାଣକାରୀ ଗିରଫ
5 July 2022