ଆଜିଠାରୁ ମାଟ୍ରିକ ସମେଟିଭ ୱାନର ଖାତାଦେଖା, ୫୬ଟି ମୂଲ୍ୟାୟନ କେନ୍ଦ୍ରରେ ଚାଲିଛି ଦେଖା
9/12/2022 at 4:15 PM

କଟକ, ୦୯/୧୨: ଆଜିଠାରୁ ଆରମ୍ଭ ହୋଇଛି ମାଟ୍ରିକ ସମେଟିଭ ୱାନର ଖାତାଦେଖା କାର୍ଯ୍ୟ । ରାଜ୍ୟର ୫୬ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିପାଇଁ ନିୟୋଜିତ ହୋଇଥିବା ଟ୍ରେଣ୍ଡ ଟିଚରମାନେ ଗତକାଲିଠାରୁ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଖାତା ଦେଖା କାର୍ଯ୍ୟ ଦିନ ୧୦ ରୁ ୧୧ଟା ପର୍ଯ୍ୟନ୍ତ ଚାଲିବ । ସମସ୍ତ କାର୍ଯ୍ୟ ଶୃଙ୍ଖଳାର ସହ ଆରମ୍ଭ ହୋଇଛି ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି ।
Related Posts
କୋରାପୁଟ ପୋଲିସକୁ ସଫଳତା, ବନ୍ଧା ହେଲା ମୋବାଇଲ୍ ଲୁଟେରା, ୫୧ଟି ଫୋନ୍ ଜବତ
27 January 2023