Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ‘ମାଣ୍ଡସ୍’ ପ୍ରଭାବ, ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା
  • ||
  • ନୟାଗଡ: ଫତେଗଡ ଥାନା ପୋଲିସକୁ ସଫଳତା, ଧରାପଡିଲେ ଦୁଇ ଆନ୍ତରାଜ୍ୟ ଲୁଟେରା
  • ||
  • ଭୁବନେଶ୍ୱର: ରିମାଣ୍ଡର ୬ ଦିନ ପରେ ବି ମୁହଁ ଖୋଲୁନାହାଁନ୍ତି ଅର୍ଚ୍ଚନା, ପଚାରି ପଚାରି ହାଲିଆ ଇଡି
  • ||

ବିଷ ପିଇ ଦଶମ ଶ୍ରେଣୀ ଛାତ୍ରୀ ମୃତ, କାରଣ ଅସ୍ପଷ୍ଟ

25/05/2022 at 6:55 PM

ବ୍ରହ୍ମପୁର, ୨୫/୦୫: ଦିଗପହଣ୍ଡି ନିକଟ ଗୋକର୍ଣ୍ଣପୁର ଉଚ୍ଚ ବିଦ୍ୟାଳୟର ଜଣେ ଛାତ୍ରୀ ଆଜି ସକାଳୁ ବିଷ ପିଇ ଗୁରୁତର ହୋଇପଡିଥିଲେ। ସକାଳୁ ସ୍କୁଲ ଯିବାକୁ ପରେ ସ୍ୱାସ୍ଥ୍ୟ ବିଗିଡିବାରୁ ସ୍କୁଲ କର୍ତ୍ତୃପକ୍ଷ ପରିବାରବର୍ଗଙ୍କୁ ଖବର ଦେଇଥିଲେ । ତାଙ୍କୁ ପ୍ରଥମେ ଦିଗପହଣ୍ଡି ଓ ପରେ ବ୍ରହ୍ମପୁର ଡାକ୍ତରଖାନାରେ ଚିକତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାରବର୍ଗ କହିଛନ୍ତି । ତେବେ ଛାତ୍ରୀଜଣଙ୍କ କାହିଁକି ବିଷ ପିଇଲେ ତାହା ସ୍ପଷ୍ଟ ହୋଇନାହିଁ।

   Related Posts