ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||
  • ରାଜଧାନୀରେ ପୁଣି ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ଅପରାଧି ଜିତୁ ଆହତ
  • ||
  • ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ପୁଟିନ୍‌ଙ୍କ ବଡ଼ ଘୋଷଣା, କହିଲେ-ବେଲାରୁସ୍‌ରେ ପରମାଣୁ ହତିଆର ନିୟୋଜିତ କରିବ ରୁଷ
  • ||
  • ଭୂମିକମ୍ପ ଝଟକା ଥରିଲା ରାଜସ୍ଥାନ, ବିକାନୋର ଠାରୁ ୫୧୬ କିମି ଦୂରରେ କେନ୍ଦ୍ରସ୍ଥଳ
  • ||

କୋରାପୁଟରେ ବିଜୁ ବାବୁଙ୍କ ୧୦୭ ତମ ଜୟନ୍ତୀ ପାଳିତ

5/03/2023 at 9:52 PM

ଭୁବନେଶ୍ୱର: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୭ ତମ ଜୟନ୍ତୀ ପାଳିତ ହୋଇଛି। ପ୍ରଥମ ଥର ଜିଲ୍ଲା ସ୍ତରୀରରେ ବିଜୁ ବାବୁଙ୍କ ଜନ୍ମ ବାର୍ଷିକୀ ପାଳନ କରାଯାଇଛି। ଏହି ଅବସରରେ କୋରାପୁଟ ଜିଲ୍ଲାର ଅଧିବାସୀ ଅଧ୍ୟୁଷିତ ଲମତାପୁଟ ବ୍ଲକ ସଦର ମହକୁମାରେ ପାଳିତ ବିଜୁ ଜୟନ୍ତୀ ଉତ୍ସବ।

କାର୍ଯ୍ୟକ୍ରମରେ ପ୍ରଥମେ ବିଜୁ ପଟ୍ଟନାୟକଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ବିଜୁ ଜନତା ଦଳର ଲୋକମାନେ ଶପଥ ପାଠ କରିଥିଲେ। ବିଜୁ ଜନତା ଦଳର ଲୋକାଭିମୁଖୀ ତଥା ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ଜନ ସାଧାରଣଙ୍କୁ କହିବାକୁ ଶପଥ ନେଇଥିଲା। ଏଥିସହିତ ସହ ବିଜୁ ବାବୁ ଓଡ଼ିଶାକୁ କିଭଳି ବିଶ୍ୱରେ ପରିଚିତ କରାଇଥିଲେ ସେ ବିଷୟରେ କହିବାକୁ କୁହାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଆଗାମୀ ନିର୍ବାଚନ ପାଇଁ ରଣ କୌଶଳ ସ୍ଥି କରିବା ନେଇ ଆଲୋଚନା ହୋଇଥିଲା।

ଏହି ଜୟନ୍ତୀ ପାଳନ ଅବସରରେ କେସିସି ବ୍ୟାଙ୍କର ଚେୟାର ମ୍ୟାନ୍ ତଥା ପୂର୍ବତନ ଓଡ଼ିଶା ବିଜୁ ଜନତା ଦଳର ଅଧ୍ୟକ୍ଷ ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ, କୋରାପୁଟ ନିର୍ବାଚନ ମଣ୍ଡଳୀ ର ବିଧାୟକ ରଘୁରାମ ପଡ଼ାଲଙ୍କ ସମେତ ବହୁ ବିଜେଡି କର୍ମୀ ଉପସ୍ଥିତ ଥିଲେ।

   Related Posts