ନାବାଳିକାକୁ ପୁଣି ଦୁଷ୍କର୍ମ
26/05/2018 at 6:33 AM

ପଡୋଶୀଘରକୁ ମୋବାଇଲ ଚାର୍ଜ କରିବାକୁ ଯାଇଥିବାବେଳେ ଦୁଷ୍କର୍ମର ଶିକାର ହୋଇଛି ୧୦ ବର୍ଷର ଝିଅ । କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ମଙ୍ଗଳପୁର ଗାଁରେ ଘଟିଛି ଏହି ଅଘଟଣ ନେଇ ଅଭିଯୋଗ ହୋଇଛି । ତୁରୁମୁଙ୍ଗା ଥାନାରେ ଥାନାରେ ଏନେଇ ପୀଡିତାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ଅଭିଯୋଗ ଭିତ୍ତିରେ ଅଭିଯୁକ୍ତ ପଡୋଶୀ ଯୁବକ କୁଲୁ ମୁଣ୍ଡାକୁ ଅଟକ ରଖିଛି ପୋଲିସ । ଛାନ୍ ଭିନ୍ ଆରମ୍ଭ କରିଛି ପୋଲିସ ।
Related Posts
ରାମ ନବମୀ, ଭଦ୍ରକରେ ହେବ ବିଶାଳ ଶୋଭାଯାତ୍ରା
30 March 2023
ପବିତ୍ର ଶ୍ରୀରାମ ନବମୀ, ଶ୍ରୀମନ୍ଦିରରେ ରାମଜନ୍ମ ନୀତି
30 March 2023