ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ୧୦ବର୍ଷ ଜେଲ୍ ଦଣ୍ଡ
7/07/2022 at 5:00 PM

ନବରଙ୍ଗପୁର ୭।୭: ଜଣେ ବିବାହିତା ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ୧୦ବର୍ଷ ଜେଲ୍ ଦଣ୍ଡାଦେଶ । ପାପଡାହାଣ୍ଡି ଥାନା ହିର୍ଲି ଗ୍ରାମର ଜଳନ୍ଧର ହରିଜନକୁ ୧୦ ବର୍ଷ ଜେଲ୍ ଦଣ୍ଡାଦେଶ । ନବରଙ୍ଗପୁର ଜିଲ୍ଲା ଦୌରା ଜଜ୍ ଏହି ଦଣ୍ଡାଦେଶ ଶୁଣାଇଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ, ୨୦୨୧ ମସିହାରେ ପାପଡାହାଣ୍ଡି ଥାନାର ହିର୍ଲି ଗ୍ରାମରେ ଘଟିଥିଲା ଏଭଳି ଘଟଣା । ଜଣେ ବିବାହିତା ମହିଳାଙ୍କୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଥିଲା ।
Related Posts
ମିଗ୍ଜୋମ୍ ଆଣିଲା ବର୍ଷା: ବଢିବ ଶୀତ, ଖସିବ ରାତିର ପାରଦ
8 December 2023
NMIMS ବିଶ୍ଵ ବିଦ୍ୟାଳୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ
7 December 2023