Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ଭିଏଲସି ମିଡିଆ ପ୍ଲେୟାର ବ୍ୟାନ୍, ଓ୍ୱେବସାଇଟରେ ଆସୁଛି ଆଇଟି ଆକ୍ଟ ମେସେଜ୍
  • ||
  • ୨୪ ଘଣ୍ଟାରେ ଘନୀଭୂତ ହେବ ଲଘୁଚାପ, ପ୍ରଭାବରେ ଦୁଇଦିନ ପ୍ରବଳ ବର୍ଷିବ
  • ||
  • ରେଳ ଧାରଣାରୁ ମିଳିଲା ମନ୍ତ୍ରୀଙ୍କ ଭଣଜାଙ୍କ ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଦେଶରେ ଉପରତଳ କରୋନା ଗ୍ରାଫ୍, ୨୪ ଘଣ୍ଟାରେ ବାହାରିଲେ ୧୫୮୧୫ କରୋନା ପଜିଟିଭ୍
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୦୩ କୋଭିଡ୍ ପଜିଟିଭ୍
  • ||
  • କନ୍ନଡ ଗାୟକ ଶିବମୋଗା ସୁବାନାଙ୍କ ଦେହାନ୍ତ, ୮୩ ବର୍ଷ ବୟସରେ ହୃଦଘାତରେ ପରଲୋକ
  • ||
  • ଲଘୁଚାପ ସକ୍ରିୟ : ଦୁଇ ଦିନ ଯାଏଁ ପ୍ରବଳ ବର୍ଷା, ଫୁଲୁଛି ବିଭିନ୍ନ ନଦୀ
  • ||

ମୋବାଇଲ୍‌ ଗେମ୍‌ରେ ବୁଡ଼ିଗଲା ୧୦ହଜାର ଟଙ୍କା; ଆତ୍ମହତ୍ୟା କଲେ ଯୁବକ  

5/07/2022 at 6:09 PM

ପଟ୍ଟାମୁଣ୍ଡାଇ ୦୫/୦୭: ଗେମ୍ ଖେଳିବା ବେଳେ ୧୦ ହଜାର ଟଙ୍କା ହରେଇବାରୁ ଯୁବକଙ୍କ ଆତ୍ମହତ୍ୟାl ଆଳି ଥାନା ଅନ୍ତର୍ଗତ ମାନପୁର ଗାଁରେ ଏମିତି ଘଟଣା ଘଟିଛିl ମୃତ ଯୁବକ ହେଲେ ଆଶିଷ କୁମାର ଦାସl ଆଶିଷ ଅନଲାଇନରେ ଗେମ୍ ଖେଳିବା ବେଳେ ୧୦ ହଜାର ଟଙ୍କା ହାରିଯିବାରୁ ଦୁଃଖିତ ହୋଇ ପଙ୍ଖାରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତିl

ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ଆଶିଷ ଘର କବାଟ ଭିତରୁ ବନ୍ଦ କରି ପଙ୍ଖାରେ ରଶି ଦେଇ ଆତ୍ମହତ୍ୟା କରିଛନ୍ତିl ଝରକା ବାଟେ ଆଶିଷଙ୍କ ଝୁଲୁଥିବା ମୃତ ଦେହ ଦେଖି ପରିବାର ଲୋକେ ଘର କବାଟ ଭାଙ୍ଗି ଆଶିଷଙ୍କୁ ଉଦ୍ଧାର କରି ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେl ସେଠାରେ ଡାକ୍ତର ଆଶିଷଙ୍କୁ ମୃତ ଘୋଷଣା କରିଛନ୍ତିl

   Related Posts