ଭୁବନେଶ୍ବର ୩୦।୧୦: ନଭେମ୍ବରରେ ମିଳିବ ନୂଆ ରାସନ କାର୍ଡ । ଯେଉଁମାନେ ନୂଆ ରାସନ କାର୍ଡ ପାଇଁ ଆବେଦନ କରିଛନ୍ତି, ସେମାନଙ୍କ ମଧ୍ୟରୁ ଯୋଗ୍ୟ ହିତାଧିକାରୀଙ୍କୁ ଦିଆଯିବ ରାସନ କାର୍ଡ । ଇ-କେଓ୍ବାଇସି ଚାଲିଛି । ଅନେକ ଅଯୋଗ୍ୟ ବାହାରିବେ । ଏହା ପରେ ନୂଆ ହିତାଧିକାରୀଙ୍କୁ ରାସନ କାର୍ଡ ଦିଆଯିବ । ନଭେମ୍ବରରୁ ମିଳିବ ନୂଆ ରାସନ କାର୍ଡ । ଆବେଦନ କରିଥିବା ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ କାର୍ଡ । ନୂଆ ରାସନ କାର୍ଡ ପାଇଁ ଆବେଦନ କରିଛନ୍ତି ୧୦ ଲକ୍ଷରୁ ଉର୍ଦ୍ଧ୍ବ ହିତାଧିକାରୀ । ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ କାର୍ଡ । ଚାଲିଛି ଇ-କେୱାସି ପ୍ରକ୍ରିୟା । ପ୍ରକ୍ରିୟା ପରେ ଜଣାପଡିବ ଅଯୋଗ୍ୟଙ୍କ ସଂଖ୍ୟା
You Can Read:
ରାଜଧାନୀରେ ଚାଞ୍ଚଲ୍ୟ : ବିଷ ଇଞ୍ଜେକ୍ସନ ଦେଇ ସ୍ତ୍ରୀକୁ ହତ୍ୟା, ସ୍ବାମୀ ସହ ଦୁଇ ଯୁବତୀ ଗିରଫ