ଟାଙ୍ଗୀ ନରମାନବୀ ଜଙ୍ଗଲରୁ ୧୦କିଲୋ ବାରହା ମାଂସ ଜବତ, ୨ ବ୍ୟବସାୟୀ ଗିରଫ

Published By : Prameya-News7 Bureau | October 13, 2018 IST

ଟାଙ୍ଗୀ ୧୩/୧୦: ଟାଙ୍ଗୀ ନରମାନବୀ ଜଙ୍ଗଲରୁ ୧୦କିଲୋ ବାରହା ମାଂସ ଜବତ । ୨ ବ୍ୟବସାୟୀଙ୍କୁ ଗିରଫ କଲା ଟାଙ୍ଗୀ ବନବିଭାଗ । ଗିରଫ ବ୍ୟବସାୟୀ ମାନେ ହେଲେ ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ସାଉପଡା ଗ୍ରାମର ଜମ୍ବେଶ୍ୱର ବେହେରା  ଓ  ନରେନ୍ଦ୍ର ବେହେରା  । ତେବେ ବାରହା ଶିକାରରେ ସଂପୃକ୍ତ ନରମାନବୀ ଗାଁର  ଅର୍ଜୁନ ପରିଡା ଏବେ ଫେରାର ଅଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.