ବାଲେଶ୍ବରରେ ବାଣ ଫୁଟାଇବାବେଳେ ୧୦ଜଣ ପୋଡ଼ି ହୋଇ ଆହତ
28/10/2019 at 11:57 AM

ବାଲେଶ୍ବର ୨୮/୧୦: ବାଲେଶ୍ବର ଜିଲ୍ଲା ସୋର ଅଚଂଳରେ ବିଭିନ୍ନ ସ୍ଥାନରେ ବାଣରେ ପୋଡି ହୋଇ ୧୦ ଜଣ ଆହତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୭ଜଣ ଶିଶୁ ରହିଛନ୍ତି।

ଆହତମାନଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତମାନେ ହଲକୋସଣ୍ଡପୁର ଗ୍ରାମର ମୋନାଲି ନାୟକ(୧୦), ଦହିସଡାର ସୁଶାନ୍ତ ବେହେରା, ଷ୍ଟେସନ ଅଞ୍ଚଳର ଭରତ ପାତ୍ର, ଶରଶଙ୍ଖ ଗ୍ରାମର ହୃଷିକେଶ ବାରିକ, ସିମୁଳିଆର ଶୁଭଙ୍କର ଜେନା, ରାଧାବଲ୍ଲଭପୁର ଗ୍ରାମର କିଶୋର ସାହୁ,ପାରମହଲାର ମିର ଫରାଜ, ସିମୁଳିଆର ଦୀପକ ବେହେରା ପ୍ରମୁଖ।

Related Posts
କଟକ ନରାଜ ନିକଟରେ ୪ଲକ୍ଷ ୬୦ହଜାର ୯ଶହ ୫୪ ଘନଫୁଟ ଜଳ ପ୍ରବାହିତ
15 August 2022