Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୂମିକମ୍ପରେ ଥରିଲା ହିମାଚଳ ପ୍ରଦେଶ, ରିକ୍ଟର ସ୍କେଲରେ ତୀବ୍ରତା ୨.୫
  • ||
  • ଅବପାତର ରୂପ ନେଲା ଲଘୁଚାପ, ସୋମବାରଠୁ କମିବ ବର୍ଷା
  • ||
  • ସ୍ୱାଧିନତା ଦିବସ ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା, ପ୍ରତିଟି ଭାରତୀୟ ପାଇଁ ଗୌରବର ମୁହୂର୍ତ୍ତ
  • ||
  • ‘ଦୁନିଆରେ ହଜାରେ ବାଘ, କିନ୍ତୁ ଦ୍ରାବିଡ…’ : ଟିମ୍ ଇଣ୍ଡିଆର କୋଚ୍‌ଙ୍କୁ ନେଇ ଟେଲରଙ୍କ ବଡ ବୟାନ
  • ||

ବାଲେଶ୍ବରରେ ବାଣ ଫୁଟାଇବାବେଳେ ୧୦ଜଣ ପୋଡ଼ି ହୋଇ ଆହତ

28/10/2019 at 11:57 AM

ବାଲେଶ୍ବର ୨୮/୧୦: ବାଲେଶ୍ବର ଜିଲ୍ଲା ସୋର ଅଚଂଳରେ ବିଭିନ୍ନ ସ୍ଥାନରେ ବାଣରେ ପୋଡି ହୋଇ ୧୦ ଜଣ ଆହତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୭ଜଣ ଶିଶୁ ରହିଛନ୍ତି।

ଆହତମାନଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।  ଆହତମାନେ ହଲକୋସଣ୍ଡପୁର ଗ୍ରାମର ମୋନାଲି ନାୟକ(୧୦), ଦହିସଡାର ସୁଶାନ୍ତ ବେହେରା, ଷ୍ଟେସନ ଅଞ୍ଚଳର ଭରତ ପାତ୍ର, ଶରଶଙ୍ଖ ଗ୍ରାମର ହୃଷିକେଶ ବାରିକ, ସିମୁଳିଆର ଶୁଭଙ୍କର ଜେନା, ରାଧାବଲ୍ଲଭପୁର ଗ୍ରାମର କିଶୋର ସାହୁ,ପାରମହଲାର ମିର ଫରାଜ, ସିମୁଳିଆର ଦୀପକ ବେହେରା ପ୍ରମୁଖ।

   Related Posts