୧୦ ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ

Published By : Prameya-News7 Bureau | October 01, 2020 IST

ଆଳି ୧।୧୦: କେନ୍ଦ୍ରାପଡା ଆଳି ପତ୍ରପୁର ଛକ ନିକଟରୁ ବ୍ରାଉନସୁଗାର ଜବତ ହୋଇଛି । ପତ୍ରପୁର ପୋଲ ନିକଟରୁ ଜଣଙ୍କୁ ଗିରଫ କରିଛି ଆଳି ପୋଲିସ । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ରମାକାନ୍ତ ଦାସ । ଅଭିଯୁକ୍ତ ରମାକାନ୍ତ ନିକଟରୁ ୧୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଏହାସହ ଗୋଟିଏ ସ୍କୁଟି ମଧ୍ୟ ଜବତ କରିଛି ପୋଲିସ । ବୁଧବାର ଆଳି ପୋଲିସ ଚେକିଂ କରୁଥିବା ସମୟରେ ଧଳା ଜହର ଜବତ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.