ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

ଛେଳି ଗିଳୁଥିବା ବେଳେ ୧୦ ଫୁଟ୍‌ର ଅଜଗର ଉଦ୍ଧାର, ଜଙ୍ଗଲରେ ଛାଡ଼ିଲେ ସାପ ଧରାଳି

1/10/2022 at 5:45 PM

ନୀଳଗିରି, ୦୧/୧୦: ଛେଳି ଗିଳୁଥିବା ବେଳେ ଅଜଗର ଉଦ୍ଧାର । ମିରିଗିଣୀ ନିକଟ ମଧୁବନ ଅଞ୍ଚଳର ଗୌରୀ ସିଂହଙ୍କ ଘରେ ପଶି ୧୦ ଫୁଟ ଲମ୍ବର ଅଜଗର ଏକ ଛେଳିକୁ ଗିଳୁଥିବା ବେଳେ ଛେଳି ଗର୍ଜନ ଛାଡିବା ଥିଲା । ଛେଳି ବୋବାଉ ଥିବା ଶୁଣି ପରିବାର ଲୋକେ କଣ ହୋଇଛି ବୋଲି ଦେଖିବାକୁ ଆସିଥିଲେ । ସାପଟି ଛେଳିକୁ ଗିଳୁଥିବା ଦେଖିବାକୁ ପାଇଥିଲେ । ସେହି ଅଂଚଳର ସାପ ଧରାଳି ଜଗବନ୍ଧୁ ବେହେରା ଓ ହରେକୃଷ୍ଣ ରାଉତଙ୍କୁ ଏନେଇ ଖବର ଦେଇଥିଲେ । ସେମାନେ ଛେଳିକୁ ଉଦ୍ଧାର କରିବା ସହ ସାପଟିକୁ ଧରି ପାଖ ଜଙ୍ଗଲରେ ଛାଡି ଦେଇଥିବା ଜଣାପଡ଼ିିଛି ।

   Related Posts