ଆଫଗାନିସ୍ତାନ ଝିଅଙ୍କଠୁ ଆରମ୍ଭ କରି ଅନ୍ୟ ୧୦ଟି ବିଷୟରେ ଜାଣନ୍ତୁ

Published By : Prameya-News7 Bureau | September 23, 2019 IST

୧-ଆଫଗାନିସ୍ତାନର ଜିଡିପି ୧୯.୦୨ ବିଲିୟନ ଡଲାର ପାଖାପାଖି ରହିଛି। ୫୬ ପ୍ରତିଶତ ଜିଡିପି ସେବା କ୍ଷେତ୍ରରୁ ଓ ୨୨ ପ୍ରତିଶତ ଜିଡିପି କୃଷି କ୍ଷେତ୍ରରୁ ଆସେ।

{"id":161338}

୨- ଆଫଗାନିସ୍ତାନର ଲୋକଙ୍କୁ କେବେ କେବେ ଅଫଗାନୀ ଡକା ଯାଏ ଏହା ଅଧିକାଂଶ ଲୋକ ଜାଣିନଥାନ୍ତି। ଏଠାର ମୁଦ୍ରାର ନାଁ ମଧ୍ୟ ଅଫଗାନୀ ।

୩- ଆଫଗାନିସ୍ତାନର ରାଷ୍ଟ୍ରୀୟ ଖେଳ ହେଉଛି ବୁଜକଶି। ଏହି ଖେଳରେ ଖେଳାଳୀଙ୍କୁ ଘୋଡାରେ ବସି ଛେଳି ଧରିବାକୁ ହୋଇଥାଏ।

{"id":161339}

୪- ଆଫଗାନିସ୍ତାନର ସମସ୍ତ ଦୋକାନ ଓ ବ୍ୟବସାୟ ଶୁକ୍ରବାର ଦିନ ବନ୍ଦ ରହେ। କାରଣ ସେଠାରେ ଲୋକେ ଶୁକ୍ରବାରକୁ ପବିତ୍ର ବୋଲି ମାନନ୍ତି।

୫- ଆଫଗାନିସ୍ତାନ ଲୋକେ ପରିବାରକୁ ବହୁତ ଗୁରୁତ୍ବ ଦିଅନ୍ତି। ବିବାହ ପରେ ପୂରା ପରିବାର ଏକାସହ ରୁହନ୍ତି।

{"id":161340}

୬- ଆଫଗାନିସ୍ତାନରେ ମହିଳା ଓ ପୁରୁଷ ସାମ୍ନା ସାମ୍ନା ଦେଖି କଥା ହୁଅନ୍ତି ନାହିଁ। ଏଠାର ଅଧିକାଂଶ ଲୋକ ଆରେଞ୍ଜ ମ୍ୟାରେଜ କରନ୍ତି।

୭- ଆଧୁନିକ ଆଫଗାନିସ୍ତାନର ଆବିଷ୍କାର ୧୭୪୭ ମସିହାରେ ଅହମଦ ଶାହ ଦୂରାନୀ କରିଥିଲେ।

{"id":161342}

୮- ଆପଗାନିସ୍ତାନ ମେଳାରେ ନାନ୍‌ ଖାଇବାକୁ ଦିଆଯାଏ।

୯- ଆଫଗାନିସ୍ତାନରେ ଅଧିକାଂଶ ସମୟ ଆତଙ୍କବାଦୀ ହମଲା ହେଉଥାଏ। ଏଥିପାଇଁ ଆଫଗାନିସ୍ତାନକୁ ସବୁଠୁ ଭୟଙ୍କର ସ୍ଥାନ ବୋଲି କୁହାଯାଏ।

{"id":161344}

୧୦-  ଆଫଗାନୀସ୍ତାନରେ ପ୍ରଚୁର ପରିମାଣର ଅଫିମ ଉତ୍ପାଦନ ହୋଇଥାଏ।

wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.