ନୂଆପଡ଼ା ସିଲଦା ନିକଟରେ ଟ୍ରକ୍ ସହ ବୋଲେରୋର ମୁହାଁମୁହିଁ ଧକ୍କା, ୧୦ଜଣ ମୃତ
18/10/2018 at 1:48 AM

ନୂଆପଡ଼ା ୧୭/୧୦: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ୍ ସହ ବୋଲେରୋର ମୁହାଁମୁହିଁ ଧକ୍କା । ଆଉ ଦୁର୍ଘଟଣାରେ ବୋଲେରୋରେ ଥିବା ସମସ୍ତ ୧୦ ଜଣଙ୍କ ପ୍ରାଣହାନୀ । ନୂଆପଡ଼ା କୋମନାରେ ବୈଷ୍ଣୋଦେବୀ ମନ୍ଦିରରେ ଦର୍ଶନ ସାରି ଫେରୁଥିବା ବେଳେ ସିଲଦା ନିକଟରେ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ଛତିଶଗଡ଼ର ୧୦ ଜଣ ।
Related Posts
ପୂର୍ବବିବାଦରୁ ଗୋଷ୍ଠୀ ସଂଘର୍ଷ, ଏକାଧିକ ଲୋକ ଆହତ
6 December 2023
ସରିଲା କଟକ ଐତିହାସିକ ବାଲିଯାତ୍ରା, ୯ଦିନର ଯାତ୍ରାରେ ହୋଇଛି ଭଲ ବ୍ୟବସାୟ
6 December 2023