ଭୁଶୁଡିଲା ୧୦ ଦିନର ନଦୀବନ୍ଧ, ନିମ୍ନମାନର କାମ ହୋଇଥିବା ଅଭିଯୋଗ

Published By : Prameya-News7 Bureau | July 09, 2024 IST

କଣାସ ୯/୭: ନିର୍ମାଣକୁ ୧୦ ଦିନ ଯାଇନି । ଭୁଶୁଡିଲା ନଦୀ ବନ୍ଧ । ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ନୂଆହାଟ ନିକଟ ପାଣି ଟାଙ୍କି ନିକଟରେ ଭୁଶୁଡିପଡିଛି ଦୟା ନଦୀ ବନ୍ଧ । ୧୦ ଦିନ ପୂର୍ବରୁ ନଦୀବନ୍ଧ ନିର୍ମାଣ କରିଥିଲା ଠିକାଦାର । ନଦୀବନ୍ଧ ଭୁଶୁଡି ପଡିବାରୁ ଭୟଭୀତ ଅବସ୍ଥାରେ ଅଛନ୍ତି କଣାସ ବ୍ଲକର ଅନେକ ପଞ୍ଚାୟତବାସୀ । କାମ ନିମ୍ନମାନର ହୋଇଥିବା ନେଇ ସାଧାରଣରେ ଅଭିଯୋଗ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.