Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବିଧାନସଭାରେ ଶ୍ରୀମନ୍ଦିର ତାତି ; ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ପ୍ରତିକ୍ରିୟା

17/04/2018 at 9:21 AM

ବିଧାନସଭାରେ ଶ୍ରୀମନ୍ଦିର ତାତି … ଜଗନ୍ନାଥଙ୍କ ନୀତି ବିଭ୍ରାଟ ଆଲୋଚନା ପାଇଁ ରୁଲିଂ ଦେଲେନି ବାଚସ୍ପତି … ଦିନକ ପାଇଁ ଗୃହକୁ ବଏକଟ୍ କଲେ ବିଜେପି ଓ କଂଗ୍ରେସ ସଦସ୍ୟ … ଅଚଳାବସ୍ଥା ଦୂର ପାଇଁ ଅପରାହ୍ନରେ ସର୍ବଦଳୀୟ ବୈଠକ … ଗୃହ ମୁଲତବୀ ନେଇ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ପ୍ରତିକ୍ରିୟା
ବିଶ୍ବାସ ଅଛି ଜଗନ୍ନାଥ ସମସ୍ତଙ୍କୁ ଖାଇବାକୁ ଦିଅନ୍ତି
କିନ୍ତୁ ତାଙ୍କୁ ଭୋକରେ ରଖିବ କିଏ
ଜନସାଧାରଣଙ୍କ ତାଙ୍କ ଉପରେ ବିଶ୍ବାସ ଅଛି
ନୀତିକାନ୍ତି ବିଭ୍ରାଟ ହେଲେ ସାଧାରଣ ଲୋକଙ୍କୁ ଆନ୍ଦୋଳିତ କରେ
ଏହା ନିହାତି ଚରମ ଅବହେଳା
ଯଦି ହାଇକୋର୍ଟଙ୍କ ନିର୍ଦ୍ଦେଶ ଥିଲା, ତାହେଲେ ସେମାନେ ପୁଣି ଥରେ କୋର୍ଟରେ ଆବେଦନ କରି ପାରିଥାନ୍ତେ
ନୀତି କିପରି ସୂଚାରୁ ରୂପେ ହୋଇପାରିବ ସେନେଇ ଆଲୋଚନା କରିପାରିଥାନ୍ତେ
ତେଣୁ ସରକାର ତୁରନ୍ତ ଏଥିରେ ହସ୍ତକ୍ଷେପ କରନ୍ତୁ

Leave a Reply

   Related Posts