ବମିଖାଲ ଓଭର ବ୍ରିଜ ଭୁଶୁଡିବା ଘଟଣାରେ ଆଉ ଜଣେ ଗିରଫ
10/05/2018 at 7:46 AM

ବମିଖାଲ ଓଭର ବ୍ରିଜ ଭୁଶୁଡିବା ଘଟଣାରେ ଆଉ ଜଣେ ଗିରଫ
ଗିରଫ ହୋଇଥିବା ବ୍ୟକ୍ତି ଜନକ ପ୍ରଶାନ୍ତ ପାଢ଼ୀ | ସେ ପଣ୍ଡା ଇନଫ୍ରା ର ଅନ୍ୟତମ ନିର୍ଦେଶକ | ତାଙ୍କୁ ଆଜି ଗିରଫ କରିଛି ଲକ୍ଷ୍ମୀ ସାଗର ଥାନା ପୋଲିସ | ପୋଲିସ ନିଜ ଆଡୁ ୧୦ ଜଣଙ୍କ ନାଁରେ ମାମଲା ରୁଜ୍ଜୁ କରିଥିଲା | ସେହି ୧୦ ଜଣଙ୍କୁ ବର୍ତ୍ତମାନ ଖୋଜାଚାଲିଛି |