କୁକୁଡ଼ା ବୋଝେଇ ଟ୍ରକ ଧକ୍କାରେ ଜଣେ ମୃତ : ୨ଗୁରୁତର

Published By : Prameya-News7 Bureau | December 30, 2019 IST

ଅନୁଗୁଳ ୩୦/୧୨: କୁକୁଡ଼ା ବୋଝେଇ ଟ୍ରକ ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଛି।୨ଜଣ ଆହତ ହୋଇଛନ୍ତି। ଘଟଣାଟି ଘଟିଛି ବଂନରପାଳ  ନିକଟରେ। ମୃତକ ହେଲେ ଶତ୍ରୁଘ୍ନ ଯାଦବ। ଆହତ ହୋଇଥିବା ୨ ଜଣଙ୍କୁ ଅନୁଗୁଳ ମେଡିକାଲରେ ଭର୍ତ୍ତି କରାଯାଇଛି।

{"id":204444,"sizeSlug":"large"}

କୁକୁଡ଼ା ବୋଝେଇ ଆଇଚର ଗାଡିଟି ପରଜଙ୍ଗ ରୁ ରାଉରକେଲା ଯାଉଥିଲା। ଭୋରରୁ ଭାରସାମ୍ୟ ହରାଇ ରାସ୍ତା ଉପରେ ଛିଡା ହୋଇଥିବା ଟ୍ରକ ପଛରେ ପିଟିଲା। ଖବର ପାଇ ଦମକଳ ବିଭାଗ ଆହତଙ୍କୁ ଅନୁଗୁଳ ମେଡିକାଲରେ ଭର୍ତ୍ତି କରିଛନ୍ତି।

{"id":204445,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.