ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୧.୫ କେଜି ବ୍ରାଉନସୁଗାର ଜବତ, ୪ ବେପାରୀ ଗିରଫ

18/06/2019 at 8:15 AM

ବାଲେଶ୍ବର ୧୮|୬: ବାଲେଶ୍ବରରୁ ବ୍ରାଉନସୁଗାର ଜବତ ହୋଇଛି । ବ୍ରାଉନସୁଗାର ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ ।

ସୂଚନାଯୋଗ୍ୟ ଯେ, ଅବକାରୀ ଭ୍ରାମ୍ୟମାଣ ବିଭାଗ ଓ ସହଦେବଖୁଣ୍ଟା ପୋଲିସ ମିଳିତ ଚଢାଉ କରିଥିଲା । ଚଢାଉ ବେଳେ ଫୁଲାରୀ ପଚା ଛକ ନିକଟରୁ ୧.୫ କେଜି ବ୍ରାଉନସୁଗାର ଜବତ କରିଛି । ବ୍ରାଉନସୁଗାର ଜବତ କରିବା ସହ ୪ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ଜବତ ବ୍ରାଉନସୁଗାରର ମୂଲ୍ୟ ପ୍ରାୟ ଦେଢ କୋଟି ଟଙ୍କା ହେବ ବୋଲି ଜଣାପଡିଛି ।  

   Related Posts