LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

୮ ଦିନ ହେଲା ପଥର କ୍ୱାରିରେ ଫସିଛନ୍ତି ୨ ଜେସିବି ଅପରେଟର, ଉଦ୍ଧାର ପାଇଁ ହୋଇପାରେ ପଥର ବ୍ଲାଷ୍ଟିଙ୍ଗ୍

7/06/2018 at 10:09 PM

୮ ଦିନ ହେଲା ତଥାପି ଏଯାଏଁ ଉଦ୍ଧାର ହୋଇପାରିଲେନି ଜୟପୁର ରାଣୀଗଡ଼ ଗୁମା ପଥର କ୍ୱାରିରେ ଫସିଥିବା ୨ ଜେସିବି ଅପରେଟର। ଓଡ୍ରାଫ୍‌, ଅଗ୍ନିଶମ ଓ ଏନଡିଆରଏଫ ଫେଲ୍ ମାରିବା ପରେ ଏବେ ଉଦ୍ଧାରକାର୍ଯ୍ୟ ପାଇଁ ସେନା ସାମିଲ। ସ୍ଥିତି ଅନୁଧ୍ୟାନ ପରେ କଣ୍ଟ୍ରୋଲ ବ୍ଲାଷ୍ଟିଙ୍ଗ୍ ପାଇଁ ହୋଇପାରେ ନିଷ୍ପତ୍ତି ।

Leave a Reply

   Related Posts