vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଫଳ, ମୋଟ୍ ପାସ୍ ହାର ୯୦.୫୫ ପ୍ରତିଶତ
  • ||
  • ରାଉରକେଲା : ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୦୧ କୋଭିଡ୍ ପଜିଟିଭ୍
  • ||
  • ଘରୋଇ ଗ୍ୟାସ୍ ସିଲିଣ୍ଡର ହେଲା ମହଙ୍ଗା, ସିଲିଣ୍ଡର ପିଛା ବଢିଲା ୫୦ ଟଙ୍କା
  • ||
  • ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ଭୁବନେଶ୍ୱର : ରଶ୍ମିରେଖାଙ୍କ ପୁରୁଷବନ୍ଧୁଙ୍କ ଆତ୍ମହତ୍ୟା, ରାଉରକେଲାରୁ ମିଳିଲା ଝୁଲନ୍ତା ମୃତଦେହ
  • ||

୮ ଦିନ ହେଲା ପଥର କ୍ୱାରିରେ ଫସିଛନ୍ତି ୨ ଜେସିବି ଅପରେଟର, ଉଦ୍ଧାର ପାଇଁ ହୋଇପାରେ ପଥର ବ୍ଲାଷ୍ଟିଙ୍ଗ୍

7/06/2018 at 10:09 PM

୮ ଦିନ ହେଲା ତଥାପି ଏଯାଏଁ ଉଦ୍ଧାର ହୋଇପାରିଲେନି ଜୟପୁର ରାଣୀଗଡ଼ ଗୁମା ପଥର କ୍ୱାରିରେ ଫସିଥିବା ୨ ଜେସିବି ଅପରେଟର। ଓଡ୍ରାଫ୍‌, ଅଗ୍ନିଶମ ଓ ଏନଡିଆରଏଫ ଫେଲ୍ ମାରିବା ପରେ ଏବେ ଉଦ୍ଧାରକାର୍ଯ୍ୟ ପାଇଁ ସେନା ସାମିଲ। ସ୍ଥିତି ଅନୁଧ୍ୟାନ ପରେ କଣ୍ଟ୍ରୋଲ ବ୍ଲାଷ୍ଟିଙ୍ଗ୍ ପାଇଁ ହୋଇପାରେ ନିଷ୍ପତ୍ତି ।

Leave a Reply

   Related Posts