vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଫଳ, ମୋଟ୍ ପାସ୍ ହାର ୯୦.୫୫ ପ୍ରତିଶତ
  • ||
  • ରାଉରକେଲା : ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୦୧ କୋଭିଡ୍ ପଜିଟିଭ୍
  • ||
  • ଘରୋଇ ଗ୍ୟାସ୍ ସିଲିଣ୍ଡର ହେଲା ମହଙ୍ଗା, ସିଲିଣ୍ଡର ପିଛା ବଢିଲା ୫୦ ଟଙ୍କା
  • ||
  • ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ଭୁବନେଶ୍ୱର : ରଶ୍ମିରେଖାଙ୍କ ପୁରୁଷବନ୍ଧୁଙ୍କ ଆତ୍ମହତ୍ୟା, ରାଉରକେଲାରୁ ମିଳିଲା ଝୁଲନ୍ତା ମୃତଦେହ
  • ||

୬ଟି ରାଜ୍ୟର ପୋଲିସ ଡିଜିଙ୍କ ବୈଠକ, ନକ୍ସଲ ଦମନ ପାଇଁ ବ୍ଲୁ ପ୍ରିଣ୍ଟ

8/06/2018 at 12:22 AM

ତୟାର ହେବ ନକ୍ସଲ ଦମନ ପାଇଁ ବ୍ଲୁ ପ୍ରିଣ୍ଟ । ଆସନ୍ତାକାଲି ୬ଟି ରାଜ୍ୟର ପୋଲିସ ଡିଜିଙ୍କ ବୈଠକ ବସିବ ଭୁବନେଶ୍ବରରେ । ଓଡିଶା, ଛତିଶଗଡ, ଝରଖଣ୍ଡ, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗର ଡିଜିପିଙ୍କ ସମେତ ସିଆରପିଏଫ୍ ଡିଜି ମଧ୍ୟ ବୈଠକରେ ସାମିଲ ହେବେ । ନକ୍ଲଲ ଦମନ ଅପରେସନକୁ ଆହୁରି ଜୋରଦାର କରିବା ଲାଗି ତିଆରି ହେବ ଖାସ ରଣନୀତି । ରାଜ୍ୟ ଗୁଇନ୍ଦା ବିଭାଗ ଅଧିକାରୀ, କେନ୍ଦ୍ର ଗୃହ ବିଭାଗ ଏବଂ ବିଏସଏଫ ଅଧିକାରୀ ବୈଠକରେ ଯୋଗ ଦେବେ ।

Leave a Reply

   Related Posts