scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

୬ଟି ରାଜ୍ୟର ପୋଲିସ ଡିଜିଙ୍କ ବୈଠକ, ନକ୍ସଲ ଦମନ ପାଇଁ ବ୍ଲୁ ପ୍ରିଣ୍ଟ

8/06/2018 at 12:22 AM

ତୟାର ହେବ ନକ୍ସଲ ଦମନ ପାଇଁ ବ୍ଲୁ ପ୍ରିଣ୍ଟ । ଆସନ୍ତାକାଲି ୬ଟି ରାଜ୍ୟର ପୋଲିସ ଡିଜିଙ୍କ ବୈଠକ ବସିବ ଭୁବନେଶ୍ବରରେ । ଓଡିଶା, ଛତିଶଗଡ, ଝରଖଣ୍ଡ, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗର ଡିଜିପିଙ୍କ ସମେତ ସିଆରପିଏଫ୍ ଡିଜି ମଧ୍ୟ ବୈଠକରେ ସାମିଲ ହେବେ । ନକ୍ଲଲ ଦମନ ଅପରେସନକୁ ଆହୁରି ଜୋରଦାର କରିବା ଲାଗି ତିଆରି ହେବ ଖାସ ରଣନୀତି । ରାଜ୍ୟ ଗୁଇନ୍ଦା ବିଭାଗ ଅଧିକାରୀ, କେନ୍ଦ୍ର ଗୃହ ବିଭାଗ ଏବଂ ବିଏସଏଫ ଅଧିକାରୀ ବୈଠକରେ ଯୋଗ ଦେବେ ।

Leave a Reply

   Related Posts