LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

୩ବର୍ଷ ପରେ ଲୋୟର ସୁକତେଲ ପାଇଁ ଆରପିଡିଏସି ବୈଠକ

19/05/2018 at 9:20 PM

ପାଣି ପାଇଁ ପାଣି ଭଳିଆ ଖର୍ଚ୍ଚ କରାଯାଉଛି ଟଙ୍କା। କୋଟି କୋଟି ଟଙ୍କା ବ୍ୟୟ ଅଟକଳ ହେଉଛି ହେଲେ କାମ ର ନାହିଁ ନାଁ ଗନ୍ଧି। କେତେ ବେଳେ ସମ୍ପୁର୍ଣ୍ଣ କ୍ଷତି ପୁରଣ ଦାବି ତ ଆଉ କେତେ ବେଳେ ୨୦୧୩ ଆଇନ ଅନୁଯାଇ ପୁନଃ ଥଇଥାନ ଦାବି ରେ ଝୁଲଉଛି ବଲାଙ୍ଗୀର ଲୋୟରସୁକତେଲ ପ୍ରକଳ୍ପ। ଆଜି ଏହାର ବସିଛି ତୃତୀୟ ଆରପିଡିଏସସି ବୈଠକ। ଆଶା ଥିଲା କିଛି ଫଇସଲା ହେବ ବୈଠକରେ ହେଲେ ଯେତକ ଫଇସଲା ହେଲା ତାହା ମଧ୍ୟ ବିସ୍ଥାପିତଙ୍କ ପ୍ରଶ୍ନ ବାଣରେ ଅଧରେ ରହିଲା। ସେପଟେ ବୁଡିଅଞ୍ଚଳ ସଗ୍ରାମ ପରିଶଦ ର ବିସ୍ଥାପତ ମାନେ ଆଜି ମଧ୍ୟ ପ୍ରକଳ୍ପ କାମ କୁ ବିରୋଧ କରି ମରିଯିବୁ ପଛେ ଭିଟା ମାଟି ଛାଡିବୁ ନାହିଁ ବୋଲି ଦେଇଛନ୍ତି ମତ ଯାହାକୁ ନେଇ ଏବେ ଆହୁରି ରହସ୍ୟ ଭିତରକୁ ଚାଲିଯାଇଛି ପ୍ରକଳ୍ପ।

Leave a Reply

   Related Posts