vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ୟୁକ୍ରେନରେ ଋଷର ଘନଘନ ଆକ୍ରମଣ, ଲୁହାଂସ୍କକୁ କବଜା କଲା ପୁଟିନ ସେନା
  • ||
  • ସେୟାର ବଜାରରେ ଉତ୍ସାହ : ଆରମ୍ଭରୁ ସବୁଜ ରଙ୍ଗରେ ଖୋଲିଲା ସେନସେକ୍ସ ଓ ନିଫ୍ଟି
  • ||
  • ‘ଶିବସେନାକୁ ଶେଷ କରିବାକୁ ଚାହୁଁଚି ବିଜେପି’ : ଗୁରୁତର ଅଭିଯୋଗ ଆଣିଲେ ଉଦ୍ଧବ
  • ||
  • କାହିଁକି ମ୍ୟାଚରେ ପଛେଇଗଲା ଭାରତ ? କାରଣ କହିଲେ ବ୍ୟାଟିଂ କୋଚ୍
  • ||
  • ଭୂମିକମ୍ପରେ ଥରିଲା ଆଣ୍ଡାମାନ-ନିକୋବର, ରିକ୍ଟର ସ୍କେଲରେ ତୀବ୍ରତା ୫.୦
  • ||
  • ଲଘୁଚାପ ପ୍ରଭାବରେ ୪ ଦିନ ପ୍ରବଳ ବର୍ଷା, ଅଧିକ ଭିଜିବ ଏହି ସବୁ ଜିଲ୍ଲା
  • ||
  • ବୁମରାହଙ୍କ ପଡିଆ ଛାଡିବା ଟିମ୍‌କୁ ପଡିଲା ମହଙ୍ଗା, ଦୁଇଟି ରିଭ୍ୟୁ ବରବାଦ କଲେ ପନ୍ତ
  • ||

୧୫ ବର୍ଷ ହେଲା ବଲେଶ୍ୱର ଷ୍ଟେସନକୁ ୧ ନମ୍ୱର ମାନ୍ୟତା, ହେଲେ ନାହିଁ କୌଣସି ସୁବିଧା

18/04/2018 at 2:10 AM

ବାଲେଶ୍ବର ଷ୍ଟେସନକୁ 1ନମ୍ବର ମଡ଼େଲଷ୍ଟେସନ ମାନ୍ୟତା ମିଳିବାର 15ବର୍ଷ ବିତିଯାଇଛି। ହଲେ ମଡ଼େଲ ଷ୍ଟେସନର ସୁବିଧା ସୁଯୋଗ ଏଠାରେ ଉପଲବ୍ଧ ହେଉନାହଁ। ଏହାରି ପ୍ରତିବାଦରେ ବାଲେଶ୍ୱରର କତେକ ସଂଗଠନ ଅଣ୍ଟା ଭିଡ଼ଛିନ୍ତି। ସେମାନେ ରେଳରୋକ କରିବାପାଇଁ ଧମକ ଦେବାରୁ ଡ଼ିଅର୍ ଏମ୍ ସେମାନଙ୍କର ଦାବିଗୁଡ଼କି ଉପରେ ଗୁରୁତ୍ବ ଦେଇଛନ୍ତି।

Leave a Reply

   Related Posts