୧୫ ବର୍ଷ ହେଲା ବଲେଶ୍ୱର ଷ୍ଟେସନକୁ ୧ ନମ୍ୱର ମାନ୍ୟତା, ହେଲେ ନାହିଁ କୌଣସି ସୁବିଧା
18/04/2018 at 2:10 AM

ବାଲେଶ୍ବର ଷ୍ଟେସନକୁ 1ନମ୍ବର ମଡ଼େଲଷ୍ଟେସନ ମାନ୍ୟତା ମିଳିବାର 15ବର୍ଷ ବିତିଯାଇଛି। ହଲେ ମଡ଼େଲ ଷ୍ଟେସନର ସୁବିଧା ସୁଯୋଗ ଏଠାରେ ଉପଲବ୍ଧ ହେଉନାହଁ। ଏହାରି ପ୍ରତିବାଦରେ ବାଲେଶ୍ୱରର କତେକ ସଂଗଠନ ଅଣ୍ଟା ଭିଡ଼ଛିନ୍ତି। ସେମାନେ ରେଳରୋକ କରିବାପାଇଁ ଧମକ ଦେବାରୁ ଡ଼ିଅର୍ ଏମ୍ ସେମାନଙ୍କର ଦାବିଗୁଡ଼କି ଉପରେ ଗୁରୁତ୍ବ ଦେଇଛନ୍ତି।
Related Posts
ବିପୁଳ ପରିମାଣର ଗଞ୍ଜେଇ ଜବତ; ୪ ଚୋରା ଚାଲାଣକାରୀ ଗିରଫ
5 July 2022