scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

୧୨ ଘଣ୍ଟିଆ ପଦ୍ମପୁର ବନ୍ଦ, HDFC ARGO କମ୍ପାନୀର ମନମୁଖୀ କାର୍ଯ୍ୟକଳାପକୁ ବିରୋଧ

18/07/2022 at 9:10 AM

ପଦ୍ମପୁର ୧୮/୦୭: ପଦ୍ମପୁରରେ ଚାଷୀ ମାନଙ୍କ ବନ୍ଦ ପାଳନ । HDFC ARGO କମ୍ପାନୀର ମନମୁଖୀ, ବିଭ୍ରାଟ, ବିଳମ୍ବ, ଅନିୟମିତତା ଏବଂ ଫସଲ ବୀମା ଆଇନକୁ ଉଲ୍ଲଙ୍ଘନ କରୁଥିବା ପ୍ରତିବାଦରେ ବନ୍ଦ ଡାକରା ।

ଆଜି ଅର୍ଥାତି ୧୮ ଜୁଲାଇ ସକାଳ ୬ଟା ରୁ ସନ୍ଧ୍ୟା ୬ ପ୍ରର୍ଯ୍ୟନ୍ତ ପଦ୍ମପୁର ସବଡିଭିନର ସମସ୍ତ ଅଫିସ, ରାସ୍ତା, ଗାଡି ମଟର, ଦୋକାନ ବଜାର ବନ୍ଦ କରିବା ପାଇଁ ରାଜବୋଡ଼ା ସମ୍ବର କୃଷକ ସଙ୍ଗଠନ ପକ୍ଷରୁ ଡାକରା ଦିଆଯାଇଛି ।

ଏହି ଆନ୍ଦୋଳନକୁ ସମର୍ଥନ କରି ବିଭିନ୍ନ ରାଜନୈତିକ ଦଳ ମାନେ ସମର୍ଥନ ଜଣାଇଛନ୍ତି । ଅନେକ କୃଷକ ସଙ୍ଗଠନ ମାନେ ସକ୍ରିୟ ସହଯୋଗ କରୁଛନ୍ତି । ଏଣୁ ଉକ୍ତ ସମସ୍ୟାର ଗୁରୁତ୍ତ୍ୱତା ଓ ଚାଷୀମାନଙ୍କ ସ୍ୱାର୍ଥ ଲୋକଙ୍କ ମଧ୍ୟ ରହିଛି ।

   Related Posts