୧୦ ଲକ୍ଷ ଠକେଇ ଘଟଣା, ରିମାଣ୍ଡ୍ରେ ଦୁଇ ନାଇଜେରିଆ ଅପରାଧୀ
5/06/2018 at 11:09 PM

ଆମେରିକୀୟ ଗିଫ୍ଟ ଲୋଭ ଦେଖାଇ ୧୦ ଲକ୍ଷ ଟଙ୍କା ଠକେଇ ଘଟଣାର ଖେଳାତାଡ ଚଳାଇଛି କ୍ରାଇମବ୍ରାଞ୍ଚ।। ଦୁଇ ନାଇଜେରିଆ ଅପରାଧୀଙ୍କୁ ଟ୍ରାନଜୀଟ ରିମାଣ୍ଡ ଅଣାଯାଇ ତଦନ୍ତ ଚଳାଇଛି କ୍ରାଇମବ୍ରାଞ୍ଚ। ଦୁଇ ବିଦେଶୀ ଅଭିଯୁକ୍ତ ଜୋଓ୍ବଜୋ ଆଲେକ୍ସ ଓ ଏରିକୁମେ ଆଉ କେଉଁଠି ଏଭଳି ଅଭିନବ ଠକେଇ କରିଛନ୍ତି କି ସେ ନେଇ ତଦନ୍ତ ଚଳାଇଛି କ୍ରାଇମବ୍ରାଞ୍ଚ। ଡାକ୍ତର ପରିଚୟ ଦେଇ ନକଲି ଆକାଉଣ୍ଟ ଖୋଲି ଚାଟିଙ୍ଗ କରି ଗିଫ୍ଟ ଲୋଭ ଦେଖାଇ ଫସାଉଥିବା ନାଇଜେରିଆ ଠକାମି ନେଇ ଅଧିକ ତଦନ୍ତ ଜାରି ରହିଥିବା କହିଛନ୍ତି ପୋଲିସ ଡିଜି।
Related Posts
ବିପୁଳ ପରିମାଣର ଗଞ୍ଜେଇ ଜବତ; ୪ ଚୋରା ଚାଲାଣକାରୀ ଗିରଫ
5 July 2022