Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ନୟାଗଡ: ରାମ ନବମୀ ଯାତ୍ରା ହେଲା ଶେଷଯାତ୍ରା, ଗଛରେ ବାଇକ୍ ପିଟିହେବାରୁ ଚାଲିଗଲା ୩ ଜୀବନ
  • ||
  • ସମ୍ୱଲପୁର: କେନାଲକୁ ଖସିଲା ବରଯାତ୍ରୀ ଗାଡ଼ି, ଚାଲିଗଲା ୬ ଜଣକ ଜୀବନ
  • ||

ୟେଦିୟୁରପ୍ପାଙ୍କ ଇସ୍ତଫା : Special Report 05 (19.05.2018)

19/05/2018 at 8:42 PM

କର୍ଣ୍ଣାଟକରେ ବିଜେପି ସରକାର ପତ୍ତନ । ଶକ୍ତି ପରୀକ୍ଷା ପୂର୍ବରୁ ଇସ୍ତଫା ଦେଲେ ୟେଦିୟୁରପ୍ପା ।
କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ୟେଦିୟୁରପ୍ପା । ମ୍ୟାଜିକ ସଂଖ୍ୟା ଯୋଗାଡ଼ରେ ବିଫଳ ହେଲା ବିଜେପି । ବିଧାନସଭାରେ ଅଭିଭାଷଣ ପରେ ଇସ୍ତଫା ଦେଲେ ୟୋଦିୟୁରପ୍ପା । ଆସ୍ଥା ଭୋଟ ଲୋଡ଼ିଲେନି, ଇସ୍ତଫା ଘୋଷଣା କଲେ । ରାଜଭବନରେ ପହଞ୍ଚି ରାଜ୍ୟପାଳ ବାଜୁଭାଇ ବାଲାଙ୍କୁ ଦେଲେ ଇସ୍ତଫା ପତ୍ର । ୨୩ତମ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକାଳ ଅଢେଇ ଦିନ । ୨୧ ତାରିଖରେ ସପଥ ନେଇପାରନ୍ତି ଏଚ୍.ଡି.କୁମାରସ୍ୱାମୀ ।

Leave a Reply

   Related Posts