ୟେଦିୟୁରପ୍ପାଙ୍କ ଇସ୍ତଫା : Special Report 04 (19.05.2018)
19/05/2018 at 7:42 PM

କର୍ଣ୍ଣାଟକରେ ବିଜେପି ସରକାର ପତ୍ତନ । ଶକ୍ତି ପରୀକ୍ଷା ପୂର୍ବରୁ ଇସ୍ତଫା ଦେଲେ ୟେଦିୟୁରପ୍ପା ।
କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ୟେଦିୟୁରପ୍ପା । ମ୍ୟାଜିକ ସଂଖ୍ୟା ଯୋଗାଡ଼ରେ ବିଫଳ ହେଲା ବିଜେପି । ବିଧାନସଭାରେ ଅଭିଭାଷଣ ପରେ ଇସ୍ତଫା ଦେଲେ ୟୋଦିୟୁରପ୍ପା । ଆସ୍ଥା ଭୋଟ ଲୋଡ଼ିଲେନି, ଇସ୍ତଫା ଘୋଷଣା କଲେ । ରାଜଭବନରେ ପହଞ୍ଚି ରାଜ୍ୟପାଳ ବାଜୁଭାଇ ବାଲାଙ୍କୁ ଦେଲେ ଇସ୍ତଫା ପତ୍ର । ୨୧ ତାରିଖରେ ସପଥ ନେଇପାରନ୍ତି ଏଚ୍.ଡି.କୁମାରସ୍ୱାମୀ ।