ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ୱର : ୧୩ ଜିଲ୍ଲାରେ ବର୍ଷିବ, ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ରାଉରକେଲାରେ ହାଇଓ୍ୱାକୁ ପିଟିଲା ବସ୍‌ : ୨ ମୃତ, ୨୫ ଆହତ
  • ||

ହିତାଧିକାରୀଙ୍କୁ ଭତ୍ତା ଟଙ୍କା ୩ ଶହ ରୁ ୧ ହଜାର ଟଙ୍କା ବୃଦ୍ଧି ଦାବି କଲା ବଲାଙ୍ଗୀର ଆମ୍ ଆଦମୀ ପାର୍ଟି

4/06/2018 at 11:25 PM

ଗରିବ ଶ୍ରେଣି ଲୋକଙ୍କ ସହ ବିକଲାଙ୍ଗ ଓ ବିଧମା ମହିଳାଙ୍କୁ ସରକାର ଦେଉଛନ୍ତି ଭତ୍ତା ଟଙ୍କା। ତେବେ ବଳଶଙ୍ଗୀର ସଦର ବ୍ଲକ ଅଞ୍ଚଳ ର ୨୫ ଟି ପଞ୍ଚାୟତ ମଧ୍ୟରୁ ବିଭିନ୍ନ ସ୍ଥାନରେ ଲୋକଙ୍କୁ ଭତ୍ତା ଟଙ୍କା ମିଳୁ ନାହିଁ। ତରା ସହ ଆଜି କାଲି ଜୁଗରେ ୩ ଶହ ଟଙ୍କା ରେ ଗୋଟିଏ ପରଇବାର ଚଳିବା ଦୁରର କଥା ଜଣେ ବ୍ୟକ୍ତି ଠୀକ ଭାବରେ ଖାଦ୍ୟ ଖାଇ ପାରିବ ନାହିଁ ।ଏ ନେଇ । ବିଧବା ଭତ୍ତା, ବିକଳାଙ୍ଗ ଭତ୍ତା ଓ ବାର୍ଧକ୍ୟ ଭତ୍ତା କୁ ୩ ଶହ ଟଙ୍କା ରୁ ୧ ହଜାର ଟଙ୍କା ବୃଦ୍ଧି କରିବା ପାଇଁ ଦାବି କରିଛି ବଲାଙ୍ଗୀର ଜିଳ୍ଲା ଆମ ଆଦମି ପାର୍ଟି। ଏ ନେଇ ଆଜି ଶତାଧିକ ବୃଦ୍ଧା ଙ୍କୁ ନେଇ ସ୍ଥାନିୟ ଆଦର୍ଶ ପଡା ମହାଦେବ ମନ୍ଦୀର ଠାରୁ ଏକ ଶୋଭାଯାତ୍ରାରେ ବାହାରି ସ୍ଥାନିୟ ସଦର ବ୍ଲକ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲ। ଏନେଇ ମୁଖ୍ୟ ମନ୍ତ୍ରୀଙ୍କ ଉଦେଶ୍ୟରେ ବ୍ଲକ ଅଧିକାରୀଙ୍କୁ ଏକ ଦାବି ପତ୍ର ମଧ୍ୟ ପ୍ରଦାନ କରିଛି ଆପ। ସେପଟେ ଭତ୍ତା ପାଇବାରୁ ବଞ୍ଚିତ ଥିବା ଲୋକଙ୍କୁ ମଧ୍ୟ ସର୍ଭେ କରାଯାଇ ଭତ୍ତା ତୁରନ୍ତ ଦେବା ପାଇଁ କହିଛି ଆପ । ଏନେଇ ସଦର ବ୍ଲକ ବିଡିଓ କହିଛନ୍ତି ଦିଆଯାଇଥିବା ଦାବିପତ୍ର କୁ ସରକାରଙ୍କ ପାଖକୁ ପହଞ୍ଚାଇବା ସହ ସଦର ବ୍ଲକ ଅନ୍ତର୍ଗତ ୧୦ ହଜାର ୬ ଶହ ୩୨ ଜଣଙ୍କୁ ବର୍ତ୍ତମାନ ଭତ୍ତା ପ୍ରଦାନ କରାଯାଉଥିବା ବେଳେ ନୂତନ ଯୋଜନା ଅନୁଯାଇ ଆହୁରି ୨ ହଜାର ଲୋକଙ୍କୁ ଭତ୍ତା ପ୍ରଦାନ କରିବା ପାଇଁ ସର୍ଭେ କରାଯାଉଛି ଓ ତାହା ଅତି ଶିଘ୍ର ପ୍ରଦାନ କରାଯିବ ।

Leave a Reply

   Related Posts