vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିଭୋ ଉପରେ ଚଢଉ ନେଇ ଚୀନର ରାଗ, କହିଲା- ‘ବିଦେଶୀ କମ୍ପାନୀଙ୍କ ଇଚ୍ଛା କମିଯିବ…’
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୨୮ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ବଢୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୧୮୯୩୦ କରୋନା ପଜିଟିଭ୍
  • ||
  • ଇଂଲଣ୍ଡରେ ଜନ୍ମଦିନ ପାଳିଲେ ଧୋନୀ, କାଟିଲେ କେକ୍ : ପତ୍ନୀ ସାକ୍ଷୀ ସେୟାର କଲେ ଭିଡିଓ
  • ||
  • କେବଳ ସ୍ପାଇସଜେଟ୍ ନୁହେଁ, ଅନ୍ୟ କମ୍ପାନୀର ବିମାନରେ ମଧ୍ୟ ବଢୁଛି ତ୍ରୁଟି : ଯାତ୍ରୀଙ୍କ ସୁରକ୍ଷାକୁ ନେଇ ଚିନ୍ତା
  • ||
  • ୪୧ ବର୍ଷରେ ପାଦ ଦେଲେ କ୍ୟାପ୍ଟେନ୍ କୁଲ୍ : ଟିମ୍ ଇଣ୍ଡିଆକୁ ଜିତାଇଥିଲେ ଦିନିକିଆ ଓ ଟି୨୦ ବିଶ୍ୱକପ୍
  • ||
  • ଜନ୍ମଦିନରେ ଓ୍ୱିମ୍ବଲଡନ୍ ଦେଖିବାକୁ ପହଁଚିଲେ ମାହି, ସାମ୍ନାକୁ ଆସିଲା ଫଟୋ
  • ||

ସ୍ଥାୟୀ ନିଯୁକ୍ତି ଦାବିନେଇ କମ୍ପାନୀ ଫାଟକ ନିକଟରେ ଧାରଣା

8/05/2018 at 9:03 PM

ପାରାଦିପରେ ଏହି ବୃହତ ପ୍ରକଳ୍ପପାଇଁ ସ୍ଥାନିୟ ଅଚଂଳର ପ୍ରାୟ 1752 ପରିବାରମାନେ ନିଜର ଭିଟାମାଟି ହରାଇଥିଲେ । ତବେ ଜମିଅଧିଗ୍ରହଣବଳେ କମ୍ପାନୀ ପକ୍ଷରୁ ଜମିହରାଇଥିବା ପରିବାର ମଧ୍ୟରୁ ଜଣଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯିବବୋଲି ପ୍ରତିଶୃତି ଦିଆଯାଇଥିଲା । କି’ୁ ତୌଳବିଶୋଧନାଗାର ଆରମ୍ଭହେଲାପରେ କମ୍ପାନୀ ପକ୍ଷରୁ ଜଣଙ୍କୁ ମଧ୍ୟ ନିଯୁକ୍ତି ମିଳିନଥିବା ଅଭିଯୋଗ ହେଉଛି । ଯାହାକୁ ନେଇ ପୂର୍ବରୁ ଏହି ବିସ୍ତାପିତ ପରିବାର ଲୋକମାନେ କମ୍ପାନୀ ଫାଟକ ସମ୍ମୁଖରେ ଦିର୍ଘ 8ଦିନଧରି ଆନ୍ଦୋଳନରେ ବସିଥିବାଦେଖିବାକୁ ମିଳିଥିଲା । ପ୍ରଶାସନର ହସ୍ତକ୍ଷପ ଓ କମ୍ପାନୀର ପ୍ରତିଶୃତିପରେ ଆନ୍ଦୋଳନରୁ ଓହରିଥିଲେ । ତବେ ପ୍ରତିଶୃତି ଦେବାର ଦିର୍ଘ ସମୟ ବିତିଯାଇଥିଲେ ମଧ୍ୟ ଏ ପର୍ଯ୍ୟ’ ବିସ୍ତାପିତ ପରିବାର ମଧ୍ୟରୁ କାହାରିକୁ ନିଯୁକ୍ତି ମିଳିନି । ଦିର୍ଘ ସମୟ ଅପେକ୍ଷାପରେ ଶେଷରେ ଚଳିତ ମାସ 1ତାରିଖ ଠାରୁ ପୁଣିଥରେ ଆନ୍ଦୋଳନରେ ବସିଥିବାବଳେ ଆସନ୍ତା କାଲି ଆରପିଡିଏସ୍ ବୌଠକ କରାଯିବବୋଲି ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି ।

Leave a Reply

   Related Posts