LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ସ୍ଥାୟୀ ନିଯୁକ୍ତି ଦାବିନେଇ କମ୍ପାନୀ ଫାଟକ ନିକଟରେ ଧାରଣା

8/05/2018 at 9:03 PM

ପାରାଦିପରେ ଏହି ବୃହତ ପ୍ରକଳ୍ପପାଇଁ ସ୍ଥାନିୟ ଅଚଂଳର ପ୍ରାୟ 1752 ପରିବାରମାନେ ନିଜର ଭିଟାମାଟି ହରାଇଥିଲେ । ତବେ ଜମିଅଧିଗ୍ରହଣବଳେ କମ୍ପାନୀ ପକ୍ଷରୁ ଜମିହରାଇଥିବା ପରିବାର ମଧ୍ୟରୁ ଜଣଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯିବବୋଲି ପ୍ରତିଶୃତି ଦିଆଯାଇଥିଲା । କି’ୁ ତୌଳବିଶୋଧନାଗାର ଆରମ୍ଭହେଲାପରେ କମ୍ପାନୀ ପକ୍ଷରୁ ଜଣଙ୍କୁ ମଧ୍ୟ ନିଯୁକ୍ତି ମିଳିନଥିବା ଅଭିଯୋଗ ହେଉଛି । ଯାହାକୁ ନେଇ ପୂର୍ବରୁ ଏହି ବିସ୍ତାପିତ ପରିବାର ଲୋକମାନେ କମ୍ପାନୀ ଫାଟକ ସମ୍ମୁଖରେ ଦିର୍ଘ 8ଦିନଧରି ଆନ୍ଦୋଳନରେ ବସିଥିବାଦେଖିବାକୁ ମିଳିଥିଲା । ପ୍ରଶାସନର ହସ୍ତକ୍ଷପ ଓ କମ୍ପାନୀର ପ୍ରତିଶୃତିପରେ ଆନ୍ଦୋଳନରୁ ଓହରିଥିଲେ । ତବେ ପ୍ରତିଶୃତି ଦେବାର ଦିର୍ଘ ସମୟ ବିତିଯାଇଥିଲେ ମଧ୍ୟ ଏ ପର୍ଯ୍ୟ’ ବିସ୍ତାପିତ ପରିବାର ମଧ୍ୟରୁ କାହାରିକୁ ନିଯୁକ୍ତି ମିଳିନି । ଦିର୍ଘ ସମୟ ଅପେକ୍ଷାପରେ ଶେଷରେ ଚଳିତ ମାସ 1ତାରିଖ ଠାରୁ ପୁଣିଥରେ ଆନ୍ଦୋଳନରେ ବସିଥିବାବଳେ ଆସନ୍ତା କାଲି ଆରପିଡିଏସ୍ ବୌଠକ କରାଯିବବୋଲି ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି ।

Leave a Reply

   Related Posts