ସ୍ଥାୟୀ ଘର ଓ ଜମି ପାଇଁ ପୁଣି ଅଣ୍ଟା ଭିଡ଼ିଛନ୍ତି ବସ୍ତିବାସିନ୍ଦା
9/05/2018 at 11:07 PM

ସ୍ଥାୟୀ ଘର ଓ ଜମି ପାଇଁ ପୁଣି ଅଣ୍ଟା ଭିଡ଼ିଛନ୍ତି ବସ୍ତିବାସିନ୍ଦା। ରାଜ୍ୟରେ ଥିବା ୫ଟି ମ୍ୟୁନିସିପାଲଟି ୫୦ ହଜାର ବସ୍ତି ବାସିନ୍ଦାଙ୍କୁ ସରକାର ଧୋକା ଦେଇଥିବା ଆଭିଯୋଗ କରିଛି ସମିତି । ସରକାରଙ୍କ ଘର ନିଷ୍ପତ୍ତିକୁ ବସ୍ତି ସଂଘର୍ଷ ସମିତିର ବିରୋଧ । ଦାବି ପୁରଣ ନେଇ ସରକାରଙ୍କୁ ୭ଦିନର ମହଲତ ।
Related Posts
ଜଳ ଭଣ୍ଡାରରୁ ମହିଳା ପୋଷ୍ଟମାଷ୍ଟରଙ୍କ ମୃତଦେହ ଉଦ୍ଧାର
28 March 2023