vridhi excotica
star kirano
ori homes
vridhi excotica
star kirano
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟେନିସକୁ ଅଲବିଦା କହିଥାନ୍ତେ ରାଫେଲ ନାଦାଲ ! କିନ୍ତୁ…
  • ||
  • ଖୋର୍ଦ୍ଧା : ରାସ୍ତାକଡ଼କୁ ଖସିଲା ‘ଲିଙ୍ଗରାଜ’, ବସ୍‌ରେ ଥିଲେ ୨୦ରୁ ଅଧିକ ଯାତ୍ରୀ…
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩୪୬ କୋଭିଡ୍ ପଜିଟିଭ୍
  • ||
  • ଜୁଲାଇ ୫ରେ ମାଟ୍ରିକ୍‌ ରେଜଲ୍ଟ ! ସୋମବାର ହୋଇପାରେ ଘୋଷଣା
  • ||
  • ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ, ଶେଷଦିନରେ ନେତାଙ୍କୁ ଗୁରୁମନ୍ତ୍ର ଦେବେ ମୋଦୀ
  • ||
  • ସାମ୍ନାକୁ ଆସିଲେ କହ୍ନେୟାଲାଲ ହତ୍ୟାକାଣ୍ଡର ପ୍ରତ୍ୟକ୍ଷଦର୍ଶୀ, ବଖାଣିଲେ ଛାତିଥରା କାହାଣୀ
  • ||
  • ମୌସୁମୀକୁ ସକ୍ରିୟ କରିବ ଲଘୁଚାପ : ରବିବାର ଓ ସୋମବାର ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||

ସ୍କାର୍ଟ ସିଟିରେ ସ୍ମାର୍ଟ ସୁବିଧା, ରାଜଧାନୀ ଭୁବନେଶ୍ବରରେ ମିଳିବ ସାଇକେଲ ସେୟାରିଙ୍ଗ ସୁବିଧା

2/05/2018 at 10:39 PM

ଭୁବନେଶ୍ବରରେ ଏଣିକି ଭଡ଼ାରେ ମିଳିବ ସାଇକଲ। ଆବଶ୍ୟକ ଅନୁଯାୟୀ ଭଡ଼ାରେ ବ୍ୟବହାର କରିହେବ ସାଇକଲ।ରାଜଧାନୀରେ ମିଳିବ ସାଇକେଲ ସେୟାରିଙ୍ଗ ସୁବିଧା। ଭୁବନେଶ୍ବରର ରାଜଧାନୀରେ ୧୨ ଟି ଷ୍ଟେସନ କରାଯିବ।ପ୍ରତ୍ୟେକ ଶ୍ଟେସନରେ ୧୦୦ ଟି ଲେଖାଏ ସାଇକେଲ ମହଜୁଦ ରଖାଯିବାକୁ ଯାଜନା ହୋଇଛି। ଏମତି ସେମିତି ଓ ଓାଇକେଳ ନୁହେ। ରାଜଧାନୀର ରାଜରାସ୍ତାରେ ଦାମି ସାଇକେଲ ଚଲାଇବାର ମଜା ଉଠାଇ ପାରିବେ ସ୍କାର୍ଟ ସିଟି ବାସିନ୍ଦା। ।ଭୁବନେଶ୍ବର ସ୍କାର୍ଟ ସିଟି ଯୋଜନାରେ ରାଜଧାନୀ କୁ ଚାରିଟି ଜୋନ କରାଯିବ। ଏଜୁକେଶନ ହବ ଜୋନ, ସେଣ୍ଟ୍ରାଲ ବିଜନେସ ଡିଷ୍ଟ୍ରିକ ସେଣ୍ଟର, ହେରିଟେଜ ଜୋନ ଓ ରେସିଡେଣ୍ଟ ଜୋନ ଭଳି ଚାରିଟି ଜୋନରେ ଏହି ସାଇକେଲ ସେୟାରିଙ୍ଗ ବ୍ୟବସ୍ଥା କରିବାକୁ ଯୋଜନା କରାଯାଇଛି। ।୨ ହଜାର ସେୟାରିଙ୍ଗ ସାଇକଲର ବ୍ୟବସ୍ଥା କରାଯିବ।ପ୍ରଥମ ଅଧ ଘଣ୍ଟା ଫ୍ରି, ଅଧଘଣ୍ଟା ପରେ ଭଡ଼ା ମୂଲ୍ୟ ଧାର୍ଯ୍ୟ କରାଯିବ।

Leave a Reply

   Related Posts