ସ୍କାର୍ଟ ସିଟିରେ ସ୍ମାର୍ଟ ସୁବିଧା, ରାଜଧାନୀ ଭୁବନେଶ୍ବରରେ ମିଳିବ ସାଇକେଲ ସେୟାରିଙ୍ଗ ସୁବିଧା
2/05/2018 at 10:39 PM

ଭୁବନେଶ୍ବରରେ ଏଣିକି ଭଡ଼ାରେ ମିଳିବ ସାଇକଲ। ଆବଶ୍ୟକ ଅନୁଯାୟୀ ଭଡ଼ାରେ ବ୍ୟବହାର କରିହେବ ସାଇକଲ।ରାଜଧାନୀରେ ମିଳିବ ସାଇକେଲ ସେୟାରିଙ୍ଗ ସୁବିଧା। ଭୁବନେଶ୍ବରର ରାଜଧାନୀରେ ୧୨ ଟି ଷ୍ଟେସନ କରାଯିବ।ପ୍ରତ୍ୟେକ ଶ୍ଟେସନରେ ୧୦୦ ଟି ଲେଖାଏ ସାଇକେଲ ମହଜୁଦ ରଖାଯିବାକୁ ଯାଜନା ହୋଇଛି। ଏମତି ସେମିତି ଓ ଓାଇକେଳ ନୁହେ। ରାଜଧାନୀର ରାଜରାସ୍ତାରେ ଦାମି ସାଇକେଲ ଚଲାଇବାର ମଜା ଉଠାଇ ପାରିବେ ସ୍କାର୍ଟ ସିଟି ବାସିନ୍ଦା। ।ଭୁବନେଶ୍ବର ସ୍କାର୍ଟ ସିଟି ଯୋଜନାରେ ରାଜଧାନୀ କୁ ଚାରିଟି ଜୋନ କରାଯିବ। ଏଜୁକେଶନ ହବ ଜୋନ, ସେଣ୍ଟ୍ରାଲ ବିଜନେସ ଡିଷ୍ଟ୍ରିକ ସେଣ୍ଟର, ହେରିଟେଜ ଜୋନ ଓ ରେସିଡେଣ୍ଟ ଜୋନ ଭଳି ଚାରିଟି ଜୋନରେ ଏହି ସାଇକେଲ ସେୟାରିଙ୍ଗ ବ୍ୟବସ୍ଥା କରିବାକୁ ଯୋଜନା କରାଯାଇଛି। ।୨ ହଜାର ସେୟାରିଙ୍ଗ ସାଇକଲର ବ୍ୟବସ୍ଥା କରାଯିବ।ପ୍ରଥମ ଅଧ ଘଣ୍ଟା ଫ୍ରି, ଅଧଘଣ୍ଟା ପରେ ଭଡ଼ା ମୂଲ୍ୟ ଧାର୍ଯ୍ୟ କରାଯିବ।