ସୋସିଆଲ ମିଡିଆରେ ବୁଲୁଛି ଯୁବତୀଙ୍କ ଅଶ୍ଳିଳ ଭିଡିଓ
1/06/2018 at 9:57 PM

ସୋସିଆଲ ମିଡିଆରେ ଯୁବତୀଙ୍କ ଅଶ୍ଳିଳ ଭିଡିଓ ଭାଇରାଲକୁ ନେଇ ଚର୍ଚ୍ଚା। ଏ ମୋବାଇଲରୁ ସେ ମୋବାଇଲକୁ ଘୁରି ବୁଲୁଛି ଭାଇରାଲ ଭିଡିଓ। କିନ୍ତୁ ଯୁବତୀ ଜଣକ କିଏ ? କିଏ ଏହି ଅଶ୍ଳିଳ ଭିଡିଓକୁ ଭାଇରାଲ କଲା ସେ ନେଇ କିଛି ଖବର ନାହିଁ ପୋଲିସ ପାଖରେ ।