ସୁପ୍ରିମକୋର୍ଟରେ ପୋଲାଭରମ ଶୁଣାଣି:କମ୍ପାଇଲ ରିପୋର୍ଟ ଦେବାକୁ ସମସ୍ତ ପକ୍ଷଙ୍କୁ ନିର୍ଦ୍ଦେଶ….
2/05/2018 at 11:07 AM

ସୁପ୍ରିମକୋର୍ଟରେ ପୋଲାଭରମ ଶୁଣାଣି.. ଓଡ଼ିଶା ସରାକାରଙ୍କ ଆପତ୍ତି, ୧୯୮୦ ଗୋଦାବରୀ ଜଳବିବାଦ ଆଇନ୍ ମାନିନି ଆନ୍ଧ୍ର …ଯୁକ୍ତି କାଟିଲା କେନ୍ଦ୍ର … କମ୍ପାଇଲ ରିପୋର୍ଟ ଦେବାକୁ ସମସ୍ତ ପକ୍ଷଙ୍କୁ ନିର୍ଦ୍ଦେଶ….