ସୁନ୍ଦଗଡ଼ ଜିଲ୍ଲା ମାଟ୍ରିକ ପରୀକ୍ଷାରେ ୩୫ ଜଣ କୃତୀ ଛାତ୍ର ଛାତ୍ରୀଙ୍କୁ ପ୍ରମେୟ ପକ୍ଷରୁ ସମ୍ୱର୍ଦ୍ଧନା
11/05/2018 at 11:12 PM

ସୁନ୍ଦଗଡ଼ରେ ମାଟ୍ରିକ ପରୀକ୍ଷାରେ ଭଲ ନମ୍ୱର ରଖିଥିବା ୩୫ ଜଣ କୃତୀ ଛାତ୍ର ଛାତ୍ରୀଙ୍କୁ ପ୍ରମେୟ ପକ୍ଷରୁ ସମ୍ୱର୍ଦ୍ଧନା ଦିଆଯାଇଛି । ଭବିଷ୍ୟତରେ ଭଲ ପାଠ ପଢି ରାଷ୍ଟର ପ୍ରଗତିରେ ସହାୟ ହେବାକୁ ପରାମର୍ଶ ଦେଇଥିଲେ ଅତିଥିମାନେ ।
Related Posts
ସୋଆ କ୍ୟାମ୍ପସ୍ରେ ମେଗା ବୃକ୍ଷ ରୋପଣ କାର୍ଯ୍ୟକ୍ରମ “ମେରୀ ଲାଇଫ୍” ଆୟୋଜିତ
23 September 2023
ଆଇସିଏଆଇ ପକ୍ଷରୁ ସୋଆ ପ୍ରତିଷ୍ଠାତା ସଭାପତିଙ୍କୁ ସମ୍ବର୍ଦ୍ଧନା
23 September 2023