ସୁନା ଦୋକାନରେ ଗ୍ରାହକଙ୍କ ଭିଡ
16/04/2018 at 10:16 PM

ସୁନା ଦୋକାନରେ ଗ୍ରାହକଙ୍କ ଭିଡ। ୧୮ ତରାରିଖ ଅକ୍ଷୟ ତୃତୀୟା ପର୍ବ। ଏହି ଦିନ ସୁନା ଓ ଅନ୍ୟ ମୂଲ୍ୟବାନ ଧାତୁ କିଣିଲେ ଘରକୁ ଲକ୍ଷ୍ମୀ ଆସନ୍ତି ବୋଲି ବିଶ୍ବାସ ରହିଛି। ଗ୍ରାହକଙ୍କ ଅାକୃଷ୍ଠ କରିବାକୁ ଲାଗି ନୂଆ କଲେକ୍ସନର ଗହଣା ସମ୍ଭାର। ଅକ୍ଷୟ ତୃତୀୟାରେ ଗ୍ରାହକଙ୍କୁ ଅାକୃଷ୍ଠ କରିବାକୁ ଲୋଭନୀୟ ଅଫର୍ ମାନ ଘୋଷଣା କରିଛନ୍ତି ସୁନା ବ୍ୟବସାୟୀ।
Related Posts
ଗୁରୁବାର ବାହାରିବ +୨ କଳା ଏବଂ ଧନ୍ଦାମୂଳକ ରେଜଲ୍ଟ
7 June 2023