ସାମ୍ବାଦିକତା ନାଁରେ ଲୁଟ୍
16/05/2018 at 10:18 PM

ସାମ୍ବାଦିକତା ନାଁରେ ଲୁଟ୍। କେତେବେଳେ ଦାମୀ ଗାଡି ଚୋରି ତ ଆଉ କେତେବେଳେ ସୁନା ଅଳଙ୍କାର ଲୁଟ୍ କରୁଛନ୍ତି କିଛି ନକଲି ସାମ୍ବାଦିକ। ଗତବର୍ଷକ ମଧ୍ୟରେ ବାଦାମବାଡି ପୁଲିସ ହାତରେ ଲାଗିଥିବା ଏହି ଦୁଇ ନକଲି ସାମ୍ବାଦିକଙ୍କଠାରୁ ଜବତ ଦାମୀ ଗାଡି ଓ ସୁନା ଅଳଙ୍କାର ସହ ପୁଲିସ ଜବତ କରିଛି ନକଲି ସାମ୍ବାଦିକଙ୍କ ନକଲି ଆଇ କାର୍ଡ। ହେଲେ ପ୍ରଶାସନ ସବୁ ଜିଲ୍ଲାରେ କାର୍ଯ୍ୟରତ ସାମ୍ବାଦିକଙ୍କ ତାଲିକା ପ୍ରସ୍ତୁତ କଲେ ଏଭଳି ଘଟଣା ରୋକାଯାଇ ପାରିବ ବୋଲି ମତ ଦେଇଛନ୍ତି ବରିଷ୍ଠ ସାମ୍ବାଦିକ।
Related Posts
ଗାଧେଇବା ବେଳେ ନଦୀରେ ବୁଡ଼ି ବୃଦ୍ଧାଙ୍କ ମୃତ୍ୟୁ
5 July 2022