ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ମୁହଁ ଖୋଲିଲେ ଦେବାଶିଷ ମଲ୍ଲିକ
18/04/2018 at 2:57 AM

ମୁହଁ ଖୋଲିଲେ ଦେବାଶିଷ ମଲ୍ଲିକ । ସାଂସଦ ବୈଜୟନ୍ତଙ୍କ ପୂର୍ବତନ ରାଜନୈତିକ ସଂଯୋଜକଙ୍କ ପ୍ରେସ୍ମିଟ । ରାଜନୈତିକ ସଂଯୋଜକ ଦେବାଶିଷ ମଲ୍ଲିକଙ୍କ ପ୍ରତିକ୍ରିୟା । ‘ସାଂସଦ ଦଳ ବିରୋଧୀ କାମ କରୁଥିଲେ’ । ‘ଆମ ପରାମର୍ଶକୁ ମାନୁ ନ ଥିଲେ’ । ‘ବିଜୁ ବାବୁଙ୍କ ବ୍ୟକ୍ତିତ୍ବ,ଆଦର୍ଶକୁ ଆମେ ସମ୍ମାନ ଦେଉଛୁ’ । ‘ଦଳ ବିରୋଧୀ କାର୍ଯ୍ୟକୁ ଗ୍ରହଣକରି ହେଲାନି’ । ‘ଗତ ୧୨ ବର୍ଷ ଧରି ତାଙ୍କ ସହ ଥିଲି, ଗତକାଲିଠୁ ସମ୍ପର୍କ ତୁଟାଇଛି’ ।
Related Posts
ଖୋଲିଲା ହୀରାକୁଦ ଜଳଭଣ୍ଡାରର ୩ ଗେଟ୍, ମୋଟ୍ ୧୦ ଗେଟ୍ ଦେଇ ଜଳ ନିଷ୍କାସନ ଜାରି
30 September 2023
ସ୍କ୍ରବ ଟାଇଫସ୍ ଆତଙ୍କ ଘଟଣା, ସୁନ୍ଦରଗଡ ଗସ୍ତରେ ୬ ଜଣିଆ ମେଡିକାଲ ଟିମ୍
30 September 2023
ବିଧାନସଭା ଆରମ୍ଭରୁ ପ୍ରବଳ ହଟ୍ଟଗୋଳ: ଅପରାହ୍ଣ ୪ଟା ଯାଏଁ ଗୃହ ମୁଲତବୀ
30 September 2023
ଶେଷ ହେଲା ଜଟଣୀର ପ୍ରସିଦ୍ଧ ଗଣେଶ ପୂଜା, ପୁଣି ଆର ବରଷକୁ ଅପେକ୍ଷା
30 September 2023