ସରକାରୀ ଯୋଜନାରୁ ବଞ୍ଚିତ କୁନ ଜେନା ଓ ତାଙ୍କ ପରିବାର
12/06/2018 at 10:56 PM

ଯାଜପୁର ଜିଲ୍ଲାର କୋରାଇ ବ୍ଲକ ଅନ୍ତର୍ଗତ ଗତ ପାଟରଙ୍ଗା ଗ୍ରାମ ପଞ୍ଚାୟତର ପାଟରଙ୍ଗା ଗ୍ରାମରେ ରୁହନ୍ତି କୁନ ଜେନା ଓ ତାଙ୍କର ପରିବାର । ସରକାରଙ୍କ ସମସ୍ତ ଯୋଜନା ଏମାନଙ୍କ ପାଖରେ ଅପହଁଞ୍ଚ। ଘର ଖଣ୍ଡିଏ ସଜାଡି ନପାରି ନାହିଁ ନଥିବା ଅସୁବିଧାର ଜୀବନ ଅତିବାହିତ କରୁଛନ୍ତି। ସ୍ବାଧିନତାର ଦୀର୍ଘ ୭ ଦଶନ୍ଦି ପରେ ମଧ୍ୟ ଏ ସର୍ବନିମ୍ନ ଅଧିକାର ଏମାନଙ୍କୁ ଯୋଗାଇ ଦିଆଯାଇନାହିଁ । ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ଅଫିସ ଦୈଡି ଦୈଡି ନୟାନ୍ତ ହେଲେଣି ଏହି ବ୍ୟକ୍ତି ।
Related Posts
ଏପ୍ରିଲ ୧୧ରୁ ସକାଳୁଆ ସ୍କୁଲ, ଘୋଷଣା କଲେ ରାଜ୍ୟ ସରକାର
1 April 2023