ସରକାରୀ ବସରୁ ୬୦ରୁ ଉର୍ଦ୍ଧ୍ବ ବସ୍ତା ଗୁଟଖା ଜବତ
22/01/2019 at 1:07 PM

ଗଞ୍ଜାମ ୨୨/୧: ବ୍ରହ୍ମପୁରରୁ ଭୁବନେଶ୍ବର ଆସୁଥିବା ବସରୁ ୬୦ରୁ ଉର୍ଦ୍ଧ୍ବ ବସ୍ତା ଗୁଟ୍ଖା ଜବତ କରାଯାଇଛି। ବାଣିଜ୍ୟକର ବିଭାଗ ସରକାରୀ ବସରୁ ଏହିସବୁ ବସ୍ତା ଜବତ କରିଛି। ଗୁଟଖା ଆସୁଥିବା ବସର ନମ୍ବର ହେଉଛି ନଂ- OD-02-H-2171। ବାଣିଜ୍ୟକର ବିଭାଗ ବସକୁ ଜବତ କରି ତଦନ୍ତ ଚଳାଇଛି ।ସୂଚନାଯୋଗ୍ୟ ଯେ ଗୁଟଖା ବିକ୍ରି ଉପରେ ରାଜ୍ୟ ସରକାର କଟକଣା ଲଗାଇଛନ୍ତି। ସେହିଭଳି ଯାତ୍ରୀବାହୀ ବସରେ ମାଲ ପରିବହନ ମଧ୍ୟ ବେଆଇନ ।
Related Posts
ବାଇକ୍ ଡିକି ଭାଙ୍ଗି ଟଙ୍କା ଓ ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
3 February 2023