ସମ ହସପିଟାଲ ନର୍ସିଙ୍ଗ ବିଭାଗ ପକ୍ଷରୁ ପାଳିତ ହୋଇଛି ବିଶ୍ୱ ହାତଧୁଆ ଦିବସ
5/05/2018 at 10:40 PM

ଆଜି ବିଶ୍ବ ହାତ ଧୁଆ ଦିବସ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବାକୁ ହେଲେ ସଫା ସୁତୁରା ରହିବା ନିହାତି ଆବଶ୍ୟକ।ରାଜ୍ୟର ଅଗ୍ରଣି ଘରୋଇ ମେଡିକାଲ ସମ ହସପିଟାଲ ନର୍ସିଙ୍ଗ ବିଭାଗ ପକ୍ଷରୁ ପାଳିତ ହୋଇଛି ବିଶ୍ବ ହାତ ଧୁଆ ଦିବସ। ଏହି ଅବସରରେ ମେଡିକାଲ ପରିସରରେ ନର୍ସ ମାନଙ୍କ ଦ୍ବାରା ପେଣ୍ଟିଙ୍ଗ ର ଆୟୋଜନ କରାଯାଇଥିଲା। ପେଣ୍ଟିଙ୍ଗ ମାଧ୍ୟମରେ ସଫା ସୁତୁରା ରହିବା ସହ ହାତ ଧୋଇ ସମସ୍ତ କାମ କରିବାକୁ ପରାମର୍ଶ ଦିଆଯାଇଛି। ।