vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ୟୁକ୍ରେନରେ ଋଷର ଘନଘନ ଆକ୍ରମଣ, ଲୁହାଂସ୍କକୁ କବଜା କଲା ପୁଟିନ ସେନା
  • ||
  • ସେୟାର ବଜାରରେ ଉତ୍ସାହ : ଆରମ୍ଭରୁ ସବୁଜ ରଙ୍ଗରେ ଖୋଲିଲା ସେନସେକ୍ସ ଓ ନିଫ୍ଟି
  • ||
  • ‘ଶିବସେନାକୁ ଶେଷ କରିବାକୁ ଚାହୁଁଚି ବିଜେପି’ : ଗୁରୁତର ଅଭିଯୋଗ ଆଣିଲେ ଉଦ୍ଧବ
  • ||
  • କାହିଁକି ମ୍ୟାଚରେ ପଛେଇଗଲା ଭାରତ ? କାରଣ କହିଲେ ବ୍ୟାଟିଂ କୋଚ୍
  • ||
  • ଭୂମିକମ୍ପରେ ଥରିଲା ଆଣ୍ଡାମାନ-ନିକୋବର, ରିକ୍ଟର ସ୍କେଲରେ ତୀବ୍ରତା ୫.୦
  • ||
  • ଲଘୁଚାପ ପ୍ରଭାବରେ ୪ ଦିନ ପ୍ରବଳ ବର୍ଷା, ଅଧିକ ଭିଜିବ ଏହି ସବୁ ଜିଲ୍ଲା
  • ||
  • ବୁମରାହଙ୍କ ପଡିଆ ଛାଡିବା ଟିମ୍‌କୁ ପଡିଲା ମହଙ୍ଗା, ଦୁଇଟି ରିଭ୍ୟୁ ବରବାଦ କଲେ ପନ୍ତ
  • ||

ସମ ହସପିଟାଲ ନର୍ସିଙ୍ଗ ବିଭାଗ ପକ୍ଷରୁ ପାଳିତ ହୋଇଛି ବିଶ୍ୱ ହାତଧୁଆ ଦିବସ

5/05/2018 at 10:40 PM

ଆଜି ବିଶ୍ବ ହାତ ଧୁଆ ଦିବସ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବାକୁ ହେଲେ ସଫା ସୁତୁରା ରହିବା ନିହାତି ଆବଶ୍ୟକ।ରାଜ୍ୟର ଅଗ୍ରଣି ଘରୋଇ ମେଡିକାଲ ସମ ହସପିଟାଲ ନର୍ସିଙ୍ଗ ବିଭାଗ ପକ୍ଷରୁ ପାଳିତ ହୋଇଛି ବିଶ୍ବ ହାତ ଧୁଆ ଦିବସ। ଏହି ଅବସରରେ ମେଡିକାଲ ପରିସରରେ ନର୍ସ ମାନଙ୍କ ଦ୍ବାରା ପେଣ୍ଟିଙ୍ଗ ର ଆୟୋଜନ କରାଯାଇଥିଲା। ପେଣ୍ଟିଙ୍ଗ ମାଧ୍ୟମରେ ସଫା ସୁତୁରା ରହିବା ସହ ହାତ ଧୋଇ ସମସ୍ତ କାମ କରିବାକୁ ପରାମର୍ଶ ଦିଆଯାଇଛି। ।

Leave a Reply

   Related Posts