ସମ୍ ହସ୍ପିଟାଲରେ ଆୟୋଜିତ ହୋଇଯାଇଛି ଆଲକୋହୋଲିକ ଏନୋନିମସ୍ କାର୍ଯ୍ୟକ୍ରମ
16/05/2018 at 10:32 PM

ସମ୍ ହସ୍ପିଟାଲରେ ଆୟୋଜିତ ହୋଇଯାଇଛି ଆଲକୋହୋଲିକ ଏନୋନିମସ୍ କାର୍ଯ୍ୟକ୍ରମ। ମଦ୍ୟପାନ ଦ୍ୱାରା କ୍ଷତି ସମ୍ପର୍କରେ ଆଲୋଚନା । ମଦ୍ୟପାନ ବିରୋଧରେ କାର୍ଯ୍ୟ କରିବ ଆଲକୋହୋଲିକ ଏନୋନିମସ୍ ସଙ୍ଘ । ସମ୍ ହସ୍ପିଟାଲ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛି । ଯେଉଁ ମଦ୍ୟପମାନେ ମଦ ଛାଡ଼ି ପାରୁନାହାନ୍ତି, ସେମାନେ ମଦ କିପରି ଛାଡ଼ିବେ ସେ ନେଇ କାର୍ଯ୍ୟକ୍ରମ କରାଯିବ ବୋଲି ସାଇକେଟ୍ରିକ ବିଭାଗର ଏଚ୍.ଓ.ଡି ସୁରଜିତ ସାହୁ କହିଛନ୍ତି ।